ମେଡିକାଲ କଲେଜ ସ୍ଥାପନ ଦାବି: ୨୪ରେ ନୟାଗଡ଼ ବଜାର ବନ୍ଦ
ନୟାଗଡ଼(ବିଶ୍ୱଜିତ ନାୟକ) :- ନୟାଗଡ଼ ଜିଲ୍ଲା ସଦରମହକୁମାରେ ଭେଷଜ ମେଡିକାଲ କଲେଜ ନିର୍ମାଣ ପାଇଁ ଜିଲ୍ଲାବାସୀ ଆଶା ରଖିଥିଲେ । ସେ ଆଶାକୁ ଆଜି ରାଜ୍ୟ ସରକାର ଧୂଳିସାତ କରି ଦେଇଛନ୍ତି । ନୟାଗଡ଼ ଜିଲ୍ଲା ପାଇଁ ହୋମିଓପାଥି ମେଡିକାଲ କଲେଜ ଘୋଷଣା କରାଯିବା ପରେ ଏହାକୁ ନେଇ ଜିଲ୍ଲାରେ ତୀବ୍ର…