ବିକାଶ ମନ୍ଥନ ୧.୦ : ବିଚାରବିମର୍ଶ ସମ୍ମିଳନୀ ଆରମ୍ଭ
• “ ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ସହ ୨୦୪୭ ସୁଦ୍ଧା ବିକଶିତ ଭାରତ ଗଢ଼ିବାରେ ସମସ୍ତେ ଅବଦାନ ରଖିନ୍ତୁ : ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ
• ସମାବେଶୀ, ସ୍ଥାୟୀ ଏବଂ ସଂସ୍ଥାଗତ ସୁଦୃଢ଼ୀକରଣକୁ ଗୁରୁତ୍ୱ
• ବିକାଶ ଜାତୀୟ ଚେତନା ଓ ପରିଚୟ ଉପରେ ଭିତ୍ତିକରି ଆଗେଇବା ଉଚିତ୍ :ଡା.…