ମାୟାପୁରୀ ବଡ ନାଳରୁ ବୃଦ୍ଧଙ୍କ ଶବ ଉଦ୍ଧାର।

( କୈଳାଶ ଚନ୍ଦ୍ର ଚୌଧୁରୀ , ବ୍ରହ୍ମପୁର):ଗୋଷାଣୀ ନୁଆଁଗାଁ ଥାନା ଅନ୍ତର୍ଗତ ମାୟାପୁରୀ ବଡ଼ ନାଳରେ ବୁଡି ଜନୈକ ଅଜଣା ବୃଦ୍ଧଙ୍କ ମୃତ୍ୟୁ ଘଟିଛି ଓ ସ୍ଥାନୀୟ ଲୋକଙ୍କ ଦୃଷ୍ଟି ଗୋଚର ହେବା ପରେ ପୋଲିସ ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚି…

୨୦୨୬ ଜାନୁଆରି ୧୦ରେ ଆୟୋଜିତ ହେବ ଟାଟା ଷ୍ଟିଲ୍ କପିଳାସ ହାଫ୍ ମାରାଥନ୍ ’ର ତୃତୀୟ ସଂସ୍କରଣ

-ଢେଙ୍କାନାଳ ଜିଲ୍ଲା ପ୍ରସାଶନ ଓ ଟାଟା ଷ୍ଟିଲ ମେରାମଣ୍ଡଳୀର ମିଳିତ ପ୍ରୟାସ - ଅମର ଶହୀଦ ବାଜି ରାଉତଙ୍କ ଶତବାର୍ଷିକୀ ଅବସରରେ ହାଫ୍-ମାରାଥନ୍ - ଜୈବ ବିବିଧତା, ମୁଖ୍ୟତଃ ହାତୀ ସଂରକ୍ଷଣ ସଚେତନତା ଲକ୍ଷ୍ୟ - ୯.୬୪ ଲକ୍ଷ ଟଙ୍କାର ମୋଟ ପୁରସ୍କାର ଧାର୍ଯ୍ୟ…

ଆୟୁଷ୍ମାନ ଯୋଜନା ବିଏସକେୱାଇର ବିକଳ୍ପ ଭାବେ ଗ୍ରହଣୀୟ ହୋଇପାରି ନାହିଁ, ବିଜେପି ଶାସନରେ ଓଡ଼ିଶାର ସ୍ୱାସ୍ଥ୍ୟ ବ୍ୟବସ୍ଥା…

ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ମନ୍ତବ୍ୟ ଉପରେ ବିଜେଡିର ପ୍ରତିକି୍ରୟା ରକ୍ଷଣା ବେକ୍ଷଣା ଅଭାବରୁ ରାଜ୍ୟରେ ଆମ୍ୱୁଲାନ୍ସ ସେବା ବିପର୍ଯ୍ୟସ୍ତ ମ୍ୟାଲେରିଆର ପ୍ରକୋପ ବୃଦ୍ଧି ପାଇଛି, ହଇଜାର ଆବିର୍ଭାବ ଘଟିଛି ଭୁବନେଶ୍ୱର, ୨୯/୧୦/୨୦୨୫: ଉପନିର୍ବାଚନ ପ୍ରଚାରରେ…

ଆମୱେର ହୃଦୟରେ ଭାରତ ରହିଛି: ପ୍ରେସିଡେଣ୍ଟ ଓ ସିଇଓ ମାଇକେଲ ନେଲ୍‌ସନ

ଆମୱେ ଇଣ୍ଡିଆର ଆଗାମୀ ୩-୫ ବର୍ଷ ମଧ୍ୟରେ ପ୍ରଗତି ଓ ରୂପାନ୍ତରଣ ନିମନ୍ତେ ୧୦୦ କୋଟି ଟଙ୍କା (୧୨ ନିୟୁତ ଆମେରିକୀୟ ଡଲାର) ପୁଞ୍ଜିନିବେଶ ଘୋଷଣା - ଏକ ଦଶନ୍ଧି ଧରି ସ୍ଥାନୀୟ ଉତ୍ପାଦନ ପାଳନ କରୁଛି, ବିକଶିତ ଭାରତ ୨୦୪୭ ସହିତ ମେଳ ଖାଉଥିବା ଆମୱେ ଇଣ୍ଡିଆର ପରବର୍ତ୍ତୀ ନବସୃଜନ ଏବଂ ସମାବେଶୀ…

ବିଜେପୁର ଆଇସିଡ଼ିଏସ ପ୍ରକଳ୍ପ ଠାରେ ଅଷ୍ଟମ ରାଷ୍ଟ୍ରୀୟ ପୋଷଣ ମାସ ଉଦଯାପିତ

ବିଜେପୁର :-ପୋଷଣ ହେଉଛି ସୁସ୍ଥ ଜୀବନର ଆଧାର, ମାତୃ ଓ ଶିଶୁ ସୁସ୍ଥତା ହେଉଛି ଜାତିର ଭବିଷ୍ୟତ। ଏହି ଉଦ୍ଦେଶ୍ୟକୁ ସାକାର କରିବା ପାଇଁ ବରଗଡ଼ ଜିଲ୍ଲା ବିଜେପୁର ଆଇସିଡ଼ିଏସ ପ୍ରକଳ୍ପ ଠାରେ ଆଜି ବୁଧବାର ଅଷ୍ଟମ ରାଷ୍ଟ୍ରୀୟ ପୋଷଣ ମାସ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।ଏହି ଅବସରରେ ବିଜେପୁର…

କେନ୍ଦ୍ର ପଛୁଆ ବର୍ଗ ରେ କାମ୍ପ ଓ କଳିଙ୍ଗ ଜାତି କୁ ସାମିଲ୍ ନେଇ ଦାବୀ କଲେ ବିଜେପି ରାଜ୍ୟ ଉପ ସଭାପତି

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ର ବରିଷ୍ଠ ବିଜେପି ନେତା ତଥା ରାଜ୍ୟ ଭାଜପା ଉପ ସଭାପତି କେ.ନାରାୟଣ ରାଓ ଭୁବନେଶ୍ଵର ଠାରେ କେନ୍ଦ୍ର ସରକାରଙ୍କ ପକ୍ଷରୁ କେନ୍ଦ୍ରୀୟ ପଛୁଆ ବର୍ଗ ବିକାଶ ବିଭାଗ ପକ୍ଷରୁ ଆୟୋଜିତ ଏକ ଶୁଣାଣି କାର୍ଯ୍ୟକ୍ରମ ରେ ଯୋଗ ଦେଇ ଗଜପତି…

ବାଡ଼ ତିଆରି କରିବାକୁ ନେଇ ମାଡ଼ ମାରିବା ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ବଡ଼ ଭାଇ ଓ ପୁତୁରା

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସୂଚନାଯୋଗ୍ୟ , ତା ୧୬-୦୬-୨୦୨୩ ରିଖ ଦିନ ସକାଳ ସମୟରେ ଯେତେବେଳେ ପି. ଅନ୍ତରଡା ଗ୍ରାମ ନିବାସୀ ଏତଲାକାରି ବୁରୁଷି ଦୋରା ନିଜ ସ୍ତ୍ରୀ ସହ ଆମ୍ବ ତୋଳିବାକୁ ଯାଉଥିଲେ , ସେହି ସମୟରେ ତାଙ୍କ ବଡ଼ ଭାଇ ଜାମ୍ବିଙ୍ଗ ଦୋରା ଓ ପୁତୁରା ଜୟସ ଦୋରା ଆସି…

ଇନ୍ଦିରା ଆବାସ ଅନୁମୋଦନକୁ ନେଇ ମାଡ଼ ମାରିବା ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ୱାର୍ଡ ମେମ୍ବର

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସୂଚନାଯୋଗ୍ୟ, ତା ୨୮-୦୯-୨୦୨୪ ରିଖ ଦିନ ୩.୩୦ ସମୟରେ ଯେତେବେଳେ ରାମଗିରି ଗ୍ରାମ ନିବାସୀ ଏତଲାକାରି ସୁଦାମ ଚରଣ ପାଇକଙ୍କ ପୁଅ ଶିବ ପାଇକ କୁରେଇଶୁଣି ମନ୍ଦିରରୁ ନିଜ ଘରକୁ ଆସୁଥିବା ବାଟରେ ୱାର୍ଡ ମେମ୍ବର ରବି ପାଇକଙ୍କୁ ଦେଖି ଇନ୍ଦିରା ଆବାସ…

ବିଜେପୁର ଠାରେ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୫

ବିଜେପୁର: ବରଗଡ଼ ଜିଲ୍ଲା ବିଜେପୁର ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣ ରେ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୫ ଭବ୍ୟ ଭାବରେ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ବିଜେପୁର ବ୍ଲକ ର ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ ମାନେ ସାଂସ୍କୃତିକ, ଶିଳ୍ପ, ଗୀତ, ନୃତ୍ୟ ଓ ଚିତ୍ରାଙ୍କନ ଭଳି ବିଭିନ୍ନ…

ଚେକ ବାଉନ୍ସ ମାମଲାରେ ଅଭିଯୁକ୍ତଙ୍କୁ ୬ମାସ କାରାଦଣ୍ଡ

ସୋହେଲା,୨୮/୧୦: ଏକ ଚେକ ବାଉନ୍ସ ମାମଲାରେ ବିଜେପୁର କୋର୍ଟ ଜଣେ ଅଭିଯୁକ୍ତଙ୍କୁ ୬ମାସ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ପ୍ରକାଶ ଯେ ସୋହେଲା ଥାନା ବିନ୍ଧନପାଲି ଗ୍ରାମର ବାବୁଲାଲ ମହାନନ୍ଦ ବିଜେପୁରରେ ତାଙ୍କ ନିଜସ୍ୱ ଗୃହ ନିର୍ମାଣ କରୁଥିବାରୁ ତାଙ୍କୁ ଟଙ୍କାର ଆବଶ୍ୟକ‌ତା ପଡିଥିଲା । ସେ…