ଗୃହ ନିର୍ମାଣରେ ନିୟୋଜିତ ଶ୍ରମିକର ବିଦ୍ୟୁତ୍ ଆଘାତରେ ଜଣେ ମୃତ

ଓଡ଼ଗାଁ,୩୦।୧୦(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା କୁରାଳ ଚଣ୍ଡୀ ଛକ ଠାରେ ଗୃହ ନିର୍ମାଣରେ ନିୟୋଜିତ ଶ୍ରମିକର ବିଦ୍ୟୁତ୍ ଆଘାତରେ ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ ସ୍ଥାନୀୟ ପିଣ୍ଡେରିପଡା ପଞ୍ଚାୟତ ମଦନପୁର ଗ୍ରାମର ବିଶ୍ବନାଥ ବେହେରା(୪୩)। ମଦନପୁର ଗ୍ରାମର…

ମଲାପୁଅ ମୁକୁଳେଇଲା ବନ୍ଧକ ଗୃହ

ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମାରୁ ମୃତକଙ୍କ ମା'ଙ୍କୁ ମିଳିଲା ୨ ଲକ୍ଷ ଟଙ୍କା ଓଡ଼ଗାଁ,୩୦।୧୦(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ସାକେରୀ ଗ୍ରାମର ମୃତ ଯୁବକଙ୍କ ନୋମିନି ଥିବା ବୃଦ୍ଧା ମା'ଙ୍କୁ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନାରେ ଷ୍ଟେଟ ବ୍ୟାଙ୍କ…

ଗୃହ ପ୍ରବେଶ ସମାରୋହ ଅନୁଷ୍ଠିତ

(ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି): ଗୁଣପୁର, ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହରାଞ୍ଚଳ) -୨.୦ର 'ଅଙ୍ଗୀକାର-୨୦୨୫' ଅଭିଯାନ ଅଧୀନରେ ସୋମବାର ଗୁଣପୁର ପୌର ପରିଷଦର ବିଭିନ୍ନ ୱାର୍ଡ ରେ ଗୃହ ପ୍ରବେଶ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆବାସ ଯୋଜନା ରେ ସମ୍ପୂର୍ଣ ହୋଇଥିବା ଆଠ…

ଜିଲ୍ଲାସ୍ତରୀୟ ବିଶ୍ଵ ମିତବ୍ୟୟିତା ଦିବସ ପାଳିତ

ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ)ତା. ୩୦.୧୦.୨୦୨୫ – କଳାହାଣ୍ଡି ଜିଲ୍ଲାସ୍ତରୀୟ ବିଶ୍ଵ ମିତବ୍ୟୟିତା ଦିବସ ପାଳନ ଅବସରରେ ସୁରକ୍ଷିତ ସଞ୍ଚୟ ଓ ସାଇବର ଅପରାଧ ସମ୍ପର୍କରେ ଏକ ସଚେତନତା କର୍ମଶାଳା ଆଜି ଜିଲ୍ଲାପରିଷଦ କଳାହାଣ୍ଡି ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଥିଲା ଏଥିରେ…

ବ୍ଲକସ୍ତରୀୟ ସୁରଭି କାର୍ଯ୍ୟକ୍ରମ

ପଦ୍ମପୁର :- ରାଜବୋଡ଼ାସମ୍ବର ବ୍ଲକ ଅନ୍ତର୍ଗତ ଦେଉଳି ଉଚ୍ଚବିଦ୍ୟାଳୟ ସତୀଭଟା ପରିସରରେ ବ୍ଲକସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଶିକ୍ଷାଅଧିକାରୀ ଶ୍ରୀ ଲୋକନାଥ ଭୋଇଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ଅଞ୍ଚଳ ମହାବିଦ୍ୟାଳୟ ଅଧ୍ୟକ୍ଷ ଶ୍ରୀ ଖଗେଶ୍ବର ଦାଶ…

ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ

ନବରଙ୍ଗପୁର ତା ୩୦.୧୦.୨୦୨୫:ଅଶୋକ ସାହୁ, ସ୍ଥାନୀୟ ଅଶୋକ ମେହେଟା ସମ୍ମିଳନୀ ଗୃହରେ ଜିଲ୍ଲାପାଳ ଡ଼ ମହେଶ୍ବର ସ୍ୱାଇଁ ଙ୍କ ଅଧ୍ୟକ୍ଷତା ରେ ଜିଲ୍ଲା ସ୍ତରୀୟ ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି।ଆରକ୍ଷୀ ଅଧିକ୍ଷକ ମଡ଼କର ସନ୍ଦୀପ ସମ୍ପଦ,ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ…

ଭଞ୍ଜନଗର ରେ ସାଇବର୍ ଅପରାଧ ସଚେତନତା ରାଲି ଓ ବୈଠକ

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଅକ୍ଟୋବର ମାସ ୨୦୨୫ ଗୁରୁବାର ୩୦ ତାରିଖ ଦିନ ଗଞ୍ଜାମ ଜିଲ୍ଲା ଭଞ୍ଜନଗର କେ.ଏସ.ୟୁ.ବି କଲେଜ୍ ରେ ସାଇବର ସୁରକ୍ଷା ଅଭିଯାନ ଓଡ଼ିଶା ୨୦୨୫ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି । ଏଥିରେ ବକ୍ତାମାନେ ଯୋଗଦେଇ ସର୍ବଦା ବିଭିନ୍ନ କ୍ଷେତ୍ରରେ ଷ୍ଟ୍ରଙ୍ଗ୍ ପାସ୍…

ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟରେ ଶିକ୍ଷା ବିଭାଗ ତରଫରୁ ଆଲୋଚନା ଚକ୍ର

ବେଲଗୁଣ୍ଠା-:(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟ ରେ ଶିକ୍ଷା ବିଭାଗ ତରଫରୁ ଅଧ୍ଯକ୍ଷ ଅଜିତ କୁମାର ପଟ୍ଟନାୟକ ଙ୍କ ଅଧ୍ୟକ୍ଷତାରେ ଏକ ପାଠ୍ୟଚକ୍ର କାର୍ଯ୍ୟକ୍ରମରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଇତିହାସ ବିଭାଗର ମୁଖ୍ୟ ଅଶୋକ କୁମାର ସ୍ଵାଇଁ, ଅଜୟ…

ମୋନ୍ଥା ବାତ୍ୟର କ୍ଷୟକ୍ଷତିକୁ ନେଇ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ ଅନୁଷ୍ଠିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଜି ( ଗୁରୁବାର ) ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଶ୍ରୀଯୁକ୍ତ ପୃଥ୍ଵୀରାଜ ହରିଚନ୍ଦନ , ମନ୍ତ୍ରୀ ଅବକାରୀ , ଆଇନ , ପୂର୍ତ୍ତ ବିଭାଗ ଓଡ଼ିଶା ସରକାର ଦିନିଆ ଗସ୍ତରେ ଆସି "ମୋନ୍ଥା" ବାତ୍ୟାରେ ଜିଲ୍ଲାର ବିଭିନ୍ନ କ୍ଷୟକ୍ଷେତି…

ନିଖୋଜ ନାବାଳିକା ଉଦ୍ଧାର, ଅପହରଣକାରୀ ଯୁବକ ଗିରଫ।

( କୈଳାଶ ଚନ୍ଦ୍ର ଚୌଧୁରୀ , ବ୍ରହ୍ମପୁର): ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଅର୍ନ୍ତଗତ ଏକ ଗ୍ରାମରେ ଜନୈକା ନାବାଳିକା ନିଖୋଜ ପରେ ପରିବାର ଲୋକେ ବହୁ ଖୋଜାଖୋଜି କରି ପାଇନଥିଲେ ଓ ହିଞ୍ଜିଳି ଥାନା ରେ ଏକ ନିଖୋଜ ମାମଲା ରୁଜୁ କରିଥିଲେ। ହିଞ୍ଜିଳି ପୋଲିସ ଏତଲା ନଂ ୮୬୯/୨୫ ଅନୁଯାୟୀ ଏକ…