ଘଟଗାଁ ତହସିଲରେ ଘୋଟାଲା , ନିଲମ୍ବିତ ହେଲେ ତିନି କର୍ମଚାରୀ
କେନ୍ଦୁଝର,ତା୧୧/୩- କେନ୍ଦୁଝର ଜିଲ୍ଲା ଘଟଗାଁ ତହସିଲରେ କାର୍ଯ୍ୟରତ ତିନି କର୍ମଚାରୀଙ୍କୁ ଜିଲ୍ଳାପାଳ ବିଶାଳ ସିଂ ନିଲମ୍ବିତ କରିଛନ୍ତି।ସେମାନେ ହେଲେ ରାଜସ୍ଵ ନିରୀକ୍ଷକ ଲସିବ ସିଂ ଲାଗୁରି, ଅମିନ ଲୋଚନ କୁମାର ସାମଲ ଓ ମୁଖ୍ୟ କିରାଣୀ ଜ୍ୟୋତିର୍ମୟ ସାହୁ। ତେବେ ଏମାନେ ସମସ୍ତେ ନୀତିନିୟମ…