ଦଣ୍ଡଯାତ୍ରା ଚାନ୍ଦା ଆଦାୟକୁ ନେଇ ବିଶୃଙ୍ଖଳା, ଅଭିଯୋଗ ବିଚାରରେ ବିଳମ୍ବ
ଥାନାରେ ପହଞ୍ଚିଲେ ପାଣ୍ଡେରିପଡା ଗ୍ରାମର ଶତାଧିକ ଗ୍ରାମବାସୀ, ଓଡ଼ଗାଁ ଥାନାରେ ୨ ମାମଲା ରୁଜୁ
ଓଡ଼ଗାଁ,୧୩।୩(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ପାଣ୍ଡେରିପଡା ପଞ୍ଚାୟତ ପାଣ୍ଡେରିପଡା ଗାଁରେ ଗତ ୧୦ ତାରିଖ ରାତି ୯ ବେଳେ ଗାଁ ଭାଗବତ ମଣ୍ଡପ ଠାରେ ଦଣ୍ଡ ଯାତ୍ରା…