ମନରାଜିରେ ଚାଲିଯିବା ଘଟଣାରେ ଝିଅର ପରିବାର ବାଛନ୍ଦରେ
ପରିବାରକୁ ନ୍ୟାୟ ଦେବା ପାଇଁ ଥାନାରେ ଅଭିଯୋଗ
ଓଡ଼ଗାଁ,୧୪।୩(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ବାହାଡ଼ାଝୋଲା ଫାଣ୍ଡି ଭାଟସାହି ଗ୍ରାମର ଜଣେ ଝିଅ ମନରାଜିରେ ଗୋଟିଏ ପୁଅ ସହ ଚାଲିଯିବା ଘଟଣାକୁ ନେଇ ଗ୍ରାମବାସୀମାନେ ତାଙ୍କ ପରିବାରକୁ ବାଛନ୍ଦ ରଖିବା ଘଟଣା ଏବେ…