ଜାତୀୟ କ୍ରୀଡ଼ା ଦିବସରେ ‘ରାଉରକେଲା ସ୍ପୋର୍ଟସ କ୍ଲବ’ର ପ୍ରତିଷ୍ଠା ଦିବସ ପାଳିତ
ରାଉରକେଲା, (ବସନ୍ତ କୁମାର ଜେନା, ଶାସକ ପ୍ରଶାସକ): ଜାତୀୟ କ୍ରୀଡ଼ା ଦିବସ ଅବସରରେ ରାଉରକେଲା ସହରରେ ଏକ ନୂତନ କ୍ରୀଡ଼ା ଅନୁଷ୍ଠାନ ରାଉରକେଲା ସ୍ପୋର୍ଟସ କ୍ଲବ 'ର ପ୍ରତିଷ୍ଠା ଦିବସ ଓ ଜାତୀୟ କ୍ରୀଡ଼ା ଦିବସ ଆନୁଷ୍ଠାନିକ ଭାବେ ପାଳିତ ହୋଇଛି। ସେକ୍ଟର-୭ ସ୍ଥିତ ଇସ୍ପାତ ସାହିତ୍ୟ ସଂସଦ!-->!-->!-->…