ଓଡ଼ଗାଁ ଶ୍ରୀରଘୁନାଥ ଜୀଉଙ୍କ ଓଢ଼ଣ ଉଲାଗି,
ଶ୍ରୀପଞ୍ଚମୀ ଠାରୁ ପ୍ରଭୁଙ୍କୁ ସାଧାରଣ ବେଶରେ ଦର୍ଶନ କଲେ ଶ୍ରଦ୍ଧାଳୁ,
ଓଡ଼ଗାଁ, ୨୩।୧ (ଶ୍ରୀକାନ୍ତ କୁମାର ମିଶ୍ର): ଶ୍ରୀରଘୁନାଥଙ୍କର ମାନବୀୟ ଲୀଳା ଜୀବନଧାରା ସହିତ ଅଙ୍ଗାଅଙ୍ଗି ଭାବେ ଜଡ଼ିତ । ପ୍ରକୃତିର ଋତୁଚକ୍ର ପରିବର୍ତ୍ତନ ଅନୁସାରେ ମନୁଷ୍ୟର ଦୈନଦିନ ଜୀବନ ଚକ୍ରରେ ମଧ୍ୟ…