ଟ୍ରକ୍ ଧକ୍କାରେ ମୋଟରସାଇକେଲ ଚାଳକ ର ମୃତ୍ୟୁ।
ଦିଗପହଣ୍ଡି: ଦିଗପହଣ୍ଡି ଥାନା ଅନ୍ତର୍ଗତ ଲକ୍ଷ୍ମୀ ନାରାୟଣ ପୁର ଛକରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟି ନିକଟସ୍ଥ ଦକ୍ଷିଣ ପୁର ଗ୍ରାମର ପି ଜଗନ୍ନାଥ ରେଡ଼ି ନାମକ ଜଣେ ଯୁବକ ର ମୃତ୍ୟୁ ଘଟିଛି। ମୃତ ଯୁବକ ଜଣକ ନିଜ ବାଙ୍କେଶ୍ଵରୀ ମନ୍ଦିର ରୁ ଦର୍ଶନ କରି ଗାଁ କୁ ଫେରୁଥିବା ବେଳେ ଉକ୍ତ ହାଇୱ।…