ଟିପିସିଓଡିଏଲ୍ ପକ୍ଷରୁ ୭୭ତମ ସାଧାରଣତନ୍ତ୍ର ଦିବସ ପାଳିତ: ସମ୍ମାନିତ ହେଲେ ଗ୍ରୀନ୍ ଚାମ୍ପିୟନସ୍

ଭୁବନେଶ୍ୱର, ୨୬ ଜାନୁଆରୀ: ଟିପି ସେଣ୍ଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିସିଓଡିଏଲ୍) ପକ୍ଷରୁ ରାଷ୍ଟ୍ର ଗଠନ ଓ ଦୀର୍ଘସ୍ଥାୟୀ ପ୍ରଗତିର ସଂକଳ୍ପ ସହ ୭୭ତମ ସାଧାରଣତନ୍ତ୍ର ଦିବସକୁ ବେଶ୍ ଉତ୍ସାହର ସହ ପାଳନ କରାଯାଇଛି । ଏହି ଅବସରରେ ସଂସ୍ଥାର କର୍ପୋରେଟ୍ କାର୍ଯ୍ୟାଳୟ ପରିସରରେ…

ଅସ୍ତରଙ୍ଗ ସାମ୍ବାଦିକ ସଂଘ ର ୭୭ ତମ ସାଧାରଣ ତନ୍ତ୍ର ଦିବସ ପାଳିତ l

ଅସ୍ତରଙ୍ଗ: ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅଧୀନ,ଅସ୍ତରଙ୍ଗ ସାମ୍ବାଦିକ ସଂଘ ର ୭୭ତମ ସାଧାରଣ ତନ୍ତ୍ର ଦିବସ ମହା ସମାରୋହରେ ପାଳିତ ହୋଇ ଯାଇ ଅଛି l ସକାଳ ଆଠ ଘଟିକା ସମୟ ରେ ଲଷ୍ମୀ କଲ୍ୟାଣ ମଣ୍ଡପ ସମ୍ମୁଖ ରେ ବୟୋଜ୍ୟେଷ୍ଠ ଗଣ ମାଧ୍ୟମ ପ୍ରତିନିଧି ଦୁଃଶାସନ ନାୟକ ଜାତୀୟ ପତାକା ଉତ୍ତଳନ…

ଶିକ୍ଷାନୁଷ୍ଠାନର ଶ୍ରୀବୃଦ୍ଧି କ୍ଷେତ୍ରରେ ପୁରାତନ ଛାତ୍ର ଛାତ୍ରୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର ତା.୨୫/୦୧ : ଶିକ୍ଷାନୁଷ୍ଠାନର ସୁନାମ ବଜାୟ ରଖିବା ସହିତ ଏହାର ସାମଗ୍ରିକ ବିକାଶ ଏବଂ ଶ୍ରୀବୃଦ୍ଧି କ୍ଷେତ୍ରରେ ପୁରାତନ ଛାତ୍ର ଛାତ୍ରୀମାନଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ବର୍ତ୍ତମାନର ଛାତ୍ର ସମାଜ ଏଥିପ୍ରତି ସଚେତନ ହେବାର ଆବଶ୍ୟକତା ରହିଛି । ଚୌଦ୍ୱାର…

କିଟ୍ ଓ କିସ୍ ପକ୍ଷରୁ ମିନି ମାରାଥନ: ପାଟାଥନରେ ଶାଢ଼ି ପିନ୍ଧି ଦୌଡ଼ିଲେ ୬ ହଜାର ମହିଳା

ଭୁବନେଶ୍ୱର, ୨୫ ।୧: ‘ସମସ୍ତଙ୍କ ପାଇଁ ଶିକ୍ଷା’ ବାର୍ତ୍ତା ନେଇ ପ୍ରତିବର୍ଷ ଜାନୁଆରୀ ମାସର ଶେଷ ରବିବାର କିଟ୍ ଓ କିସ୍ ପକ୍ଷରୁ ମିନି ମାରାଥନ୍‌ର ଆୟୋଜନ କରାଯାଇଥାଏ । ଚଳିତ ବର୍ଷ ମଧ୍ୟ ଆଜି ଓଡ଼ିଶାର ସମସ୍ତ ଜିଲ୍ଲା ଏବଂ ଭାରତର ମେଟ୍ରୋ ସହରଗୁଡ଼ିକରେ ଏହି ମିନି ମାରାଥନର ଆୟୋଜିତ ହୋଇଯାଇଛି…

ଚାଷୀ ସମସ୍ୟା ଓ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେଡି

ଫେବୃଆରୀ ୨ ତାରିଖରୁ ବିଜେଡି ରାଜରାସ୍ତାକୁ ଓହ୍ଲାଇବ ଧାନକିଣାରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ ରାଜ୍ୟର ସମସ୍ତ ଥାନା ଏବେ ବିଜେପି ନେତା କର୍ମୀଙ୍କ କବ୍ଜାରେ ଭୁବନେଶ୍ୱର, ୨୫/୦୧/୨୦୨୬: ରାଜ୍ୟରେ କୃଷକ ମାନଙ୍କ ସମସ୍ୟା ଓ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତିକୁ…

ପେଣ୍ଠ ସାହିରେ ଏକମାସ ବ୍ୟାପୀ ଶ୍ରୀମଦ ଭାଗବତ ପାରାୟଣ ଓ ପ୍ରବଚ଼ନ ଜ୍ଞାନଯଜ୍ଞ

 ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-,ଅନାଦି ସୃଷ୍ଟିର ସ୍ରଷ୍ଟା ଅଖିଳ ବ୍ରହ୍ମାଣ୍ଡ ନାୟକ ରସଘନ ବିଗ୍ରହ, ଭକ୍ତି ଜ୍ଞାନାଲୋକ ପ୍ରଦାୟନ, ପରମ କଲ୍ୟାଣମୟ ଦାରୁବ୍ରହ୍ମ ଦଧିବାମନ ରୂପୀ ଜଗନ୍ନାଥଙ୍କ ର ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ପେଣ୍ଠସାହିରେ ଏକଶତ ବର୍ଷରୁ ଅଧିକ ବର୍ଷ ପୂର୍ବେ ମାଘ ଶୁକ୍ଳ ବଡ଼…

ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ବିଦାୟ ସମ୍ବର୍ଦ୍ଧନା ଉତ୍ସବ,

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ରବିବାର ଦିନ ଚଳିତ ଶିକ୍ଷା ବର୍ଷ ର ଦଶମ ଶ୍ରେଣୀର ଛାତ୍ର ଛାତ୍ରୀ ଙ୍କୁ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ତରଫରୁ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ବିଦ୍ୟାଳୟର ପରିଚାଳନା କମିଟି ତରଫରୁ ସବୁ ଛାତ୍ରଛାତ୍ରୀ ଙ୍କୁ ସେମାନଙ୍କ…

କ୍ଷତ୍ରିୟବରପୁର ଆଞ୍ଚଳିକ ସ୍ନାତକ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ଶୀତ କାଳୀନ ଶିବିର ରେ ଗ୍ରାମବାସୀଙ୍କ…

  ବେଲଲଗୁଣ୍ଠା --(ଶିବରାମ ଚୌଧୁରୀ )-, କ୍ଷତ୍ରିୟବରପୁର ଆଞ୍ଚଳିକ ସ୍ନାତକ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ ସାପ୍ତାହିକ ଶୀତକାଳୀନ ସ୍ୱତନ୍ତ୍ର ଶିବିର ଅନୁଷ୍ଠିତ ହୋଇଯାଇଅଛି. ଆୟୋଜିତ ଶିବିର ଆଜି ଷଷ୍ଠ ଦିବସର କାର୍ଯ୍ୟ ସ୍ୱାସ୍ଥ୍ୟ ପରୀକ୍ଷଣ ବ୍ୟବସ୍ଥା.ବେଲଗୁଣ୍ଠା…

ପୁରାତନ ଛାତ୍ର ଛାତ୍ରୀ ଙ୍କ ବନ୍ଧୁ ମିଳନ l

ଅସ୍ତରଙ୍ଗ:  ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ର ସୁରେନ୍ଦ୍ର ନାଥ ବିଦ୍ୟାପୀଠ ସୁନ୍ଦର ର ୨୦୦୩ମସିହା ଛାତ୍ର ଛାତ୍ରୀ ଙ୍କ ବନ୍ଧୁ ମିଳନ ରବିବାର ଦିନ ପିର ଯାହାନିଆ ପୀଠ ବେଳାଭୂମିରେ ମହାସମାରୋହରେ ପାଳିତ ହୋଇ ଯାଇ ଅଛି l ସଂଗଠନ ର ମୁଖ୍ୟ ତାପସ କୁମାର ବେହେରା ଓ ରାକେଶ ଦାସ ଙ୍କ ଆବାହକତ୍ୱରେ…

ନବରଙ୍ଗପୁର ଠାରେ ୧୬ତମ ଜାତୀୟ ମତଦାତା ଦିବସ ପାଳିତ

ନବରଙ୍ଗପୁର ତା ୨୫.୧.୨୦୨୬: ଅଶୋକ ସାହୁ,ସ୍ଥାନୀୟ ମିଶନ ଶକ୍ତି ସମ୍ମିଳନୀ ଗୃହରେ ଜିଲ୍ଲାପାଳ ଡ଼ ମହେଶ୍ବର ସ୍ୱାଇଁ ଙ୍କ ଅଧ୍ୟକ୍ଷତା ରେ ୧୬ ତମ ଜାତୀୟ ମତଦାତା ଦିବସ ପାଳିତ ହୋଇଯାଇଅଛି।ଏହି ବୈଠକରେ ଆରକ୍ଷୀ ଅଧିକ୍ଷକ ମଡକର ସନ୍ଦୀପ ସମ୍ପଦ,ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ତପନ କୁମାର…