ସରପଞ୍ଚ ଓ କାଉନ୍ସିଲରଙ୍କ ସହ ଶତାଧିକ କଂଗ୍ରେସ କର୍ମୀ ବିଜେଡିରେ ମିଶିଲେ
ଭୁବନେଶ୍ୱର: ବାଙ୍କୀ ନିର୍ବାଚନ ମଣ୍ଡଳୀ ବିଲିପଡ଼ା ପଞ୍ଚାୟତ ସରପଞ୍ଚ କୁମାରୀ ପ୍ରଶାନ୍ତି ସେଠୀ, ଦୁଲଣପୁର ସରପଞ୍ଚ ସୁନୀଲ କୁମାର ସାହୁ, ଗୋବିନ୍ଦପୁର ସରପଞ୍ଚ ନବକିଶୋର ବେହେରା, ଓସ୍ତିଆ ପଞ୍ଚାୟତ ସମିତି ସଭ୍ୟା ସଂଜୁ ଦେଇ, ବାରଙ୍ଗ ବ୍ଲକ ମଧୁପୁର ସରପଞ୍ଚ ସୁମିନା ପ୍ରଧାନ, ବାଙ୍କୀ…