ଗନିଅାଁପାଲି ରେ ନୃସିଂହ ଚତୁର୍ଦ୍ଦଶୀ  ଓ ବୈାଦ୍ଧ ପୂର୍ଣ୍ଣିମା ପାଳନ

ପଦ୍ମପୁରରୁ ନୀଳ ଦୀପ : ବରଗଡ ଜିଲ୍ଲା ର ପ୍ରାଚୀନ ବୈାଦ୍ଧପୀଠ ବୁଦ୍ଧବିହାର ଗନିଅାଁପାଲି ଠାରେ ନୃସିଂହ ଚତୁର୍ଦ୍ଧଶୀ ଓ ବୁଦ୍ଧ ପୂର୍ଣ୍ଣିମା ମହୋସôବ ମହା ସମାରୋହରେ ପାଳିତ ହୋଇଯାଇଛି । ପ୍ରାରମ୍ଭରେ କଳସ ଶୋଭାଯାତ୍ରା ପୂଜା, ପୁରାଣ ପାଠ,ନୃସିଂହ ବୀଜ ମନ୍ତ୍ର ଜପ ଅନୁଷ୍ଠିତ  ହୋଇଥିଲା ।…

କୁଡ଼ୁମୀ ସେନା ଓଡ଼ିଶା ପକ୍ଷରୁ ଆସନ୍ତା ୭ ତାରିଖରେ ବନ୍ଦ ଡ଼ାକରା

୯ଟି ଜିଲ୍ଲାରେ ପାଳିତ ହେବ ୬ ଘଣ୍ଟିଆ ବନ୍ଦ ଭୁବନେଶ୍ୱର/ଚକ୍ରଧର ମାଝି :କୁଡ଼ୁମୀ ସେନା ପକ୍ଷରୁ  ଆସନ୍ତା ୭ ତାରିଖ ଦିନ ୬ଘଣ୍ଟିଆ ବନ୍ଦ ପାଳନ କରାଯିବ ଓ ଏହି ବନ୍ଦ ପାଳନ କେବଳ ରାଜ୍ୟରେ କୁଡ଼ୁମୀ ଜାତିର ଅଧିବାସୀ ମାନେ ରହୁଥିବା ୯ଗୋଟି ଜିଲ୍ଲାରେ ପାଳନ କରାଯିବ  ବୋଲି ଗୁରୁବାର ଦିନ…

ପାନ ଗୋଟେ ଖାଇବାକୁ ହେଲେ ୩ ଟଙ୍କା ପଡ଼ୁଥିବାବେଳେ ଶ୍ରମିକମାନଙ୍କୁ ରାଜ୍ୟସରକାର ୩୦୦ ଟଙ୍କା ପେନସନ କେବଳ ଉପହାସ ମାତ୍ର…

ଆନ୍ତର୍ଜାତୀୟ ମଇ ଦିବସ ସମାବେଶରେ ଶ୍ରମିକ କଂଗ୍ରେସର ରଣହୁଙ୍କାର ବ୍ୟାସନଗର (ଜୟଶଙ୍କର ଦାଶ/ବିଶ୍ୱଜିତ ମାଝୀ)   : ଆନ୍ତର୍ଜାତୀୟ ଶ୍ରମିକ ଦିବସରେ ବ୍ୟାସନଗର ଚୋରଦା କାଳୀ ମେଳଣ ପଡ଼ିଆଠାରେ ରାଜ୍ୟ ସ୍ତରୀୟ ଅଣ-ସଂଗଠିତ ଶ୍ରମିକ କଂଗ୍ରେସ ପକ୍ଷରୁ ଏକ ବିଶାଳ ଶ୍ରମିକ ସମାବେଶ ରାଜ୍ୟ…

ବରଗଡ଼ ଜିଲାପାଳଙ୍କ ଅଫିସ ଆଗରେ ବିଷ ପିଇଲେ ଚାଷୀ !

Baragarh/ Neel Deep : ବରଗଡ଼ ଜିଲାପାଳଙ୍କ ଅଫିସ ଆଗରେ ଗୁରୁବାର ପୂର୍ବାହ୍ନ ୧୦ଟାବେଳେ ଚାଷୀମାନେ ଆନ୍ଦୋଳନ କରୁଥିବାବେଳେ ଜଣେ ଚାଷୀ ବିଷ ପିଇ ଦେଇଥିବା ଜଣାପଡ଼ିଛି। ତାଙ୍କ ନାମ ଅକ୍ରୁର ବିଶି (୫୦)। ଘର ବରଗଡ଼ ଜିଲାର ବରପାଲି ଥାନା ଅନ୍ତର୍ଗତ କନବାର ଗ୍ରାମରେ। ତାଙ୍କୁ ଗୁରୁତର…

ବିଜେଡ଼ି ଓ ବିଜେପି ୯ବର୍ଷ ଏକାଠି ଲୁଟି, ଏବେ କାଦୁଆ ଫିଙ୍ଗାରେ ବ୍ୟସ୍ତ,  ଉଭୟ ଦଳ ଓଡ଼ିଶାର ଶତ୍ରୁ : ଶେଖ ମସ୍ତାନ

ଢେଙ୍କାନାଳ ଜିଲ୍ଲା କଂଗ୍ରେସ  ବିଶାଳ କର୍ମୀ ସମାବେଶ  ବିଜେଡି ଓ ବିଜେପି ଓଡିଶାକୁ ରସାତଳଗାମୀ କରିଛନ୍ତି : ନବ ଦାସ  କଂଗ୍ରେସର ପୂର୍ବ ଗୌରବକୁ ଫେରାଇ ଆଣିବାକୁ ଆମେ ଏକତ୍ରିତ ହୋଇ ବିପ୍ଲବ କରିବାର ସମୟ ଆସିଛି : କେପି  ଢେଙ୍କାନାଳ : ଢେଙ୍କାନାଳ କଂଗ୍ରେସ କର୍ମୀ ସମ୍ମିଳନୀରେ…

 ଆନନ୍ଦ ଭବନ ସଂଗ୍ରହାଳୟରେ ନରଖି  ଭୁବନେଶ୍ୱର ବିମାନବନ୍ଦରରେ ରଖାଯାଉ ଟଲମ୍ୟାନଙ୍କ ଡାକୋଟା

  ଗବେଷକ ଅନିଲ ଧୀରଙ୍କ ମୁଖ୍ୟମନ୍ତ୍ରୀଙ୍କୁ ଖୋଲା ଚିଠି  ଭୁବନେଶ୍ୱର: ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଯେଉଁ ଡାକୋଟା ଡିସି-୩ ବିମାନରେ ଇଣ୍ଡୋନେସିଆର ପୂର୍ବତନ ଉପରାଷ୍ଟ୍ରପତିଙ୍କୁ ଉଦ୍ଧାର କରିଆଣିଥିଲେ ସେହି ସ୍ମାରକୀ ବିମାନକୁ  କଟକ ଆନନ୍ଦ ଭବନ ସଂଗ୍ରହାଳୟରେ ନରଖି…

ନବୀନଙ୍କ କହିଁ ପର ନୀଗାହେଁ , କହିଁ ପର ନିଶାନା 

 ରାଷ୍ଟ୍ରପତି,ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ  ତେରେଛା ସମାଲୋଚନା     "ଦାରିଦ୍ର୍ୟ ଏବଂ ସାମାଜିକ ଅନ୍ୟାୟ ହେଉଛି ସବୁଠୁ ବଡ ହିଂସା ଢ  ଯେଉଁମାନେ ସମାଜକୁ ଜାତି, ଧର୍ମ ଓ ଶ୍ରେଣୀ ଆଦି ବିଭିନ୍ନ ଗୋଷ୍ଠୀ  ନାମରେ ସମାଜରେ ବିଭେଦ ସୃଷ୍ଟି କରୁଛନ୍ତି, ବିକାଶ ପାଇଁ ସେମାନଙ୍କୁ ପରାସ୍ତ…

ଦାବି ପୂରଣରେ ସରକାରୀ ଉାସୀନତାର ପ୍ରତିବାଦ, ସମୂହ ଛୁଟିରେ ଗଲେ ରାଜସ୍ୱ ଅମଲା 

ବାଲେଶ୍ୱରରୁ ଉଜ୍ଜ୍ୱଳ କର : ଦବି ପୂରଣ ନେଇ ସରକାରଙ୍କ କାଳକ୍ଷେପଣ ନୀତିର ପ୍ରତିବାଦରେ ସମଗ୍ର ରାଜ୍ୟରେ  କାର୍ଯ୍ୟରତ ରାଜସ୍ୱ ଅମଲାମାନେ ସମୂହ ଛୁଟିରେ ରହିଥିବା ବେଳେ ବାଲେଶ୍ୱରରେ ମଧ୍ୟ ଅନୁରୂପ ଭାବେ ଅବସ୍ଥା ପରିଲକ୍ଷିତ ହୋଇଛି । ନ୍ୟାର୍ଯ ଦାବି ପୂରଣ ନେଇ ବିଭିନ୍ନ ସମୟରେ ଆନେ୍ଦାଳନକୁ…

ଗୋପାଳ ଜୀଉ ସେବା ସଂଗଠନ ପକ୍ଷରୁ ଜଳଛତ୍ର 

ବାଲେଶ୍ୱର : ବର୍ଦ୍ଧିତ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଗୋପାଲଜୀଉ ସେବା ସଂଗଠନ ପକ୍ଷରୁ ସ୍ଥାନୀୟ ମଣ୍ଡଳବଜାରସ୍ଥିତ ଜଗନ୍ନାଥ ମନ୍ଦିର ସମ୍ମୁଖରେ ଏକ ଜଳଛତ୍ରର ଶୁଭାରମ୍ଭ ହୋଇଛିି । ବାଲେଶ୍ୱର ଟାଉନଥାନା ଆଇଆଇସି ସରୋଜିନୀ ନାୟକ ଏହାକୁ ଉଦ୍ଘାଟନ କରିବା ସହ ସଂଗଠନର ଉଦ୍ୟମକୁ ପ୍ରଶଂସା…

ମହାନଦୀର ସୁରକ୍ଷା ପାଇଁ ମହା ଅଭିଯାନ, ଶୁଭାରମ୍ଭ କରିବେ ନବୀନ

  ମହାନଦୀର ପ୍ରବେଶ ସ୍ଥଳରୁ ପାରାଦୀପ ପର୍ଯ୍ୟନ୍ତ ହେବ ଅଭିଯାନ ଭୁବନେଶ୍ୱର,(ଚକ୍ରଧର ମାଝି:) ମହାନଦୀର ମହାସଂକଟ ଏ ପର୍ଯ୍ୟନ୍ତ ଟଳିନାହିଁ । ତେଣୁ ମହାନଦୀକୁ ବଞ୍ଚାଇବା ପାଇଁ ଓଡ଼ିଆ ଜାତିର ମହାସଂଗ୍ରାମ ଅବ୍ୟାହତ ରହିଛି । ଏହାର ପ୍ରଥମ ପର୍ଯ୍ୟାୟ ଆନେ୍ଦାଳନ ପରେ ଗତମାସ ୨୨ ତାରିଖ ଦିନ…