କି ବର୍ବର ଏ ମଣିଷ, ଟିକେ ବି ମଣିଷ ପଣିଆ ନାହିଁ ????
ପଡିଶା ଘର ବାଡିରେ ଗାଈ ପଶିବାରୁ ବନ୍ଧା ହେଲେ ମହିଳା ।
କେନ୍ଦ୍ରାପଡା ପ୍ରଫୁଲ୍ଲ କୁମାର ମଲ୍ଲ : କେନ୍ଦ୍ରାପଡା ରାଜନଗର ପଡିଶା ଘର ବାଡ଼ିରେ ଗାଈ ପଶିଯିବାରୁ ଜଣେ ମହିଳାଙ୍କୁ ଗଛରେ ବାନ୍ଧି ଅତି ଅମାନୁଷିକ ଭାବେ ଅକଥନୀୟ ନିର୍ଯାତନା ଦିଆଯାଇଛି। ତାଙ୍କୁ ନିସ୍ତୁକ ମାଡ଼ ମାରାଯାଇଛି।…