କି ବର୍ବର ଏ ମଣିଷ, ଟିକେ ବି ମଣିଷ ପଣିଆ ନାହିଁ ????

0

 

ପଡିଶା ଘର ବାଡିରେ ଗାଈ ପଶିବାରୁ ବନ୍ଧା ହେଲେ ମହିଳା ।

 

କେନ୍ଦ୍ରାପଡା ପ୍ରଫୁଲ୍ଲ କୁମାର ମଲ୍ଲ :  କେନ୍ଦ୍ରାପଡା ରାଜନଗର ପଡିଶା  ଘର ବାଡ଼ିରେ ଗାଈ ପଶିଯିବାରୁ ଜଣେ ମହିଳାଙ୍କୁ ଗଛରେ ବାନ୍ଧି ଅତି ଅମାନୁଷିକ ଭାବେ ଅକଥନୀୟ ନିର୍ଯାତନା ଦିଆଯାଇଛି। ତାଙ୍କୁ ନିସ୍ତୁକ ମାଡ଼ ମାରାଯାଇଛି। ମିନିଟିଏ କି ଦି’ ମନିଟ୍‌ ନୁହେଁ ଦୀର୍ଘ ତିନି ଘଣ୍ଟା ଡହ ଡହ ଖରାରେ ଏଭଳି ଅକଥନୀୟ ନିର୍ଯାତନା ଦିଆଯାଇଛି। ଏଭଳି ଲୋମଟାଙ୍କୁରା ଘଟଣା କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ଅର୍ତ୍ତଗତ କୋଇଲିପୁର ପଞ୍ଚାୟତ କାଙ୍କଦିଆ ଗାଁରେ ଘଟିଥିବା ଏଭଳି ଘଟଣା ସମଗ୍ର ଅଞ୍ଚଳରେ ଆଲୋଡ଼ନ ଖେଳାଇ ଦେଇଛି। 

Leave A Reply

Your email address will not be published.