“ବଲାଙ୍ଗିର ଜିଲ୍ଲାର ଗୌରବ ବୃଦ୍ଧିରେ ବୀର ମାଟି ଆଟଗାଁର ଦାନ ଅତୁଳନୀୟ”
ଆଟଗାଁ ମହୋତ୍ସବ ଉଦଘାଟିତ
ବଲାଙ୍ଗିର/ପୁଇଁତଲା/niroj mishra - ବଲାଙ୍ଗିର ଜିଲ୍ଲାର ଗୌରବ ବୃଦ୍ଧିରେ ବୀର ମାଟି ଆଟଗାଁର ଦାନ ଅତୁଳନୀୟ । ଅତୀତରେ ଏହି ଗାଁର ବୀର ପୁରୁଷମାନେ ପାଟଣା ରାଜ୍ୟର ଶାସନତନ୍ତ୍ରକୁ ମଜବୁତ୍ କରିବା ସହ ନିଜସ୍ୱ ବୀରତ୍ୱରେ ସମଗ୍ର ଅଂଚଳକୁ ଆଲୋକିତ କରିଥିଲେ ବୋଲି…