ଏନଏସଇ ଓ ଜମ୍ମୁକାଶ୍ମୀର ସରକାରଙ୍କ ମଧ୍ୟରେ ଏମଓୟୁ ସ୍ୱାକ୍ଷରିତ

ଭୁବନେଶ୍ୱର : ନ୍ୟାଶନାଲ ଷ୍ଟକ ଏକ୍ସଚେଞ୍ଜ (ଏନଏସଇ) ଓ ଜମ୍ମୁକାଶ୍ମୀର ସରକାରଙ୍କ ମଧ୍ୟରେ ଏକ ଚୁକ୍ତି ସ୍ୱାକ୍ଷର କରାଯାଇଛି। ଜମ୍ମୁକାଶ୍ମୀରର ଏମ୍‌ଏସଏମଇଗୁଡିକ ମଧ୍ୟରେ, ଏନଏସଇ ଏମର୍ଜର ବ୍ୟବହାର କରି ଆଇପିଓ ମେକାନିଜିମ ମାଧ୍ୟମରେ ପାଣ୍ଠି ହାସଲ କରିବା ସମ୍ପର୍କରେ ସଚେତନତା ସୃଷ୍ଟି କରିବା…

ବେଦାନ୍ତ ଆଲୁମିନିୟମ ପକ୍ଷରୁ ସୁନ୍ଦରଗଡ ଏବଂ ଝାରସୁଗୁଡ଼ାରେ ଶୀତକାଳୀନ ସହାୟତା

୩୦୦୦ ରୁ ଅଧିକ ବୟସ୍କ ବ୍ୟକ୍ତି, ଗର୍ଭବତୀ ଏବଂ ସ୍ତନ୍ୟପାନ କରାଉଥିବା ମହିଳା, ଏସଏଚଜି ସଦସ୍ୟ, ମହିଳା ନେତୃତ୍ୱାଧୀନ ପରିବାର ଏବଂ ଭିନ୍ନକ୍ଷମ ବ୍ୟକ୍ତିଙ୍କ ନିକଟରେ ପହଞ୍ଚିଲା ବେଦାନ୍ତ ସୁନ୍ଦରଗଡ଼, ୨୯/୧୧/୨୦୨୫ : ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ…

ଏୟାରଟେଲ ପେମେଣ୍ଟ ବ୍ୟାଙ୍କର ସେଫ ସେକେଣ୍ଡ ଆକାଉଣ୍ଟର ଶୁଭାରମ୍ଭ

-ଠକେଇରୁ ବର୍ତ୍ତିବା ପାଇଁ ଯୋଡ଼ିହେବାକୁ ଏୟାରଟେଲ ଉପାଧ୍ୟକ୍ଷ ତଥା ଏମଡି ଙ୍କ ଆହ୍ବାନ ଭାରତୀ ଏୟାରଟେଲର ଉପାଧ୍ୟକ୍ଷ ତଥା ଏମଡି ଗୋପାଳ ଭିଟ୍ଟଲ ଏୟାରଟେଲର ଗ୍ରାହକମାନଙ୍କୁ ଚିଠି ଲେଖି ଡିଜିଟାଲ ସ୍କାମ ଏବଂ ଠକେଇର ବଢୁଥିବା ସମସ୍ୟାର ସମାଧାନ କରିବା ପାଇଁ କହିଛନ୍ତି। ନକଲି ପାର୍ସଲ…

ଓ ଟି ଟି ପ୍ଲାଟଫର୍ମରେ ପ୍ରସାରିତ କାର୍ଯ୍ୟକ୍ରମ ଉପରେ କଟକଣା ପାଇଁ ଦାବି

https://youtu.be/k4uNAqaq3ro ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଅଖିଳ ଭାରତୀୟ ସାହିତ୍ୟ ପରିଷଦର ୧୭ ତମ ରାଷ୍ଟ୍ରୀୟ ଅଧିବେଶନ ମଧ୍ୟପ୍ରଦେଶର ରେବା ଠାରେ ନଭେମ୍ବର ୭, ୮ ଓ ୯ ତାରିଖରେ ଅନୁଷ୍ଠିତ ହୋଇଥିଲା। ଅଧିବେଶନର ଶୀର୍ଷକ ଥିଲା "ଆତ୍ମବୋଧ ସେ ବିଶ୍ଵବୋଧ"। ଏହି…

ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ଭାରତ ଲୀଳା ଗୁରୁ ଶ୍ରୀଯୁକ୍ତ ହରିକୃଷ୍ଣ ବିଶ୍ବାଳଙ୍କୁ ସମ୍ମାନଜନକ ପୁରସ୍କୃତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ଵାରା ପରିଚାଳିତ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ କଳାକାରଙ୍କୁ ତାଙ୍କର ଜୀବନବ୍ୟାପୀ ସାଧନା ଓ ସଂସ୍କୃତି କ୍ଷେତ୍ରରେ ବିଶେଷ ଅବଦାନକୁ ଆଧାର କରି ବିଭିନ୍ନ ବର୍ଗରେ…

ବିକଶିତ ଭାରତ ଯୁବ ନେତୃତ୍ବ ସଂକଳ୍ପ -୨୦୨୫ ଯୁବୋତ୍ସବ ଅନୁଷ୍ଠିତ କାର୍ଯ୍ୟକ୍ରମ ଉଦଘାଟିତ

https://youtu.be/vvdHS2EOlEU ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଜି (ଶୁକ୍ରବାର ) ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ବିଜୁ କଲ୍ୟାଣ ମଣ୍ଡପ ଠାରେ ଜିଲ୍ଲା କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଜିଲ୍ଲାସ୍ତରୀୟ ବିକଶିତ ଭାରତ ଯୁବ ନେତୃତ୍ବ ସଂକଳ୍ପ -୨୦୨୫…

କିଟ୍‌ରେ ୨୬ ତମ ଓଡ଼ିଶା ବିଜ୍ଞାନ ଓ ପରିବେଶ କଂଗ୍ରେସ ଉଦ୍‍ଘାଟିତ

ନିରନ୍ତର ବିକାଶ ଲକ୍ଷ୍ୟ ହାସଲ ନିମନ୍ତେ ବିଜ୍ଞାନର ପ୍ରୟୋଗ ଅତ୍ୟନ୍ତ ଜରୁରୀ ଭୁବନେଶ୍ୱର, ୨୮ ।୧୧: ୨୬ ତମ ଓଡ଼ିଶା ବିଜ୍ଞାନ ଓ ପରିବେଶ କଂଗ୍ରେସ ଏବଂ ଏସ୍‍ଡିଜି: ସାଇନ୍‍ସ ଆଣ୍ଡ ଟେକ୍ନୋଲୋଜି ଇନୋଭେସନ୍‍ସ ବିଷୟବସ୍ତୁ ଆଧାରିତ ସଷ୍ଟେନେବଲ୍‍ ଗ୍ରୀନ୍‍ ଫ୍ରଣ୍ଟିୟର୍ସ ଉପରେ ପ୍ରଥମ…

ଭୁବନେଶ୍ବର ରେ ପହଁଞ୍ଚିଲେ ଶବ୍ଦର ଯାଦୁକର ଜାଭେଦ ଅଖତର

ସୋଆ ସାହିତ୍ୟ ସମ୍ମାନ ୨୦୨୫ରେ ହେବେ ସମ୍ବର୍ଦ୍ଧିତ ଭୁବନେଶ୍ବର : ଭାରତୀୟ ଚଳଚ୍ଚିତ୍ର ଓ ସାହିତ୍ୟ କ୍ଷେତ୍ରର ଉଜ୍ୱଳ ତାରକା, ଶବ୍ଦର ଯାଦୁକର, ପ୍ରଖ୍ୟାତ କବି, ସଂଳାପ ଲେଖକ, ଗୀତିକାର ଓ ସମାଜ ଚିନ୍ତକ ପଦ୍ମ ଭୁଷଣ ଜାଭେଦ ଅଖତରଙ୍କୁ ତାଙ୍କର ଉଲ୍ଲେଖନୀୟ ଓ ଜୀବନବ୍ୟାପୀ ଅବଦାନ ନିମନ୍ତେ ସୋଆ…

ଝାଙ୍ଗିରାମ ସରକାରୀ ଉଚ୍ଚ ବିଦ୍ୟାଳୟ ଗୌଡ଼ପୁଟ,ବିପଦପୂର୍ଣ୍ଣ ଶ୍ରେଣୀ ଗୃହରେ ଚାଲିଛି ପାଠପଢ଼ା,

ବର୍ଷା ହେଲେ ୨ ଶ୍ରେଣୀ କକ୍ଷରେ ୩ଶ୍ରେଣୀର ଛାତ୍ର ଛାତ୍ରୀ ନିଅନ୍ତି ଆଶ୍ରୟ ୫ ଗୋଟି ଶ୍ରେଣୀରେ ୩ ଶହ ଛାତ୍ରଛାତ୍ରୀଙ୍କ ପାଇଁ ମାତ୍ର ୭ଜଣ ଶିକ୍ଷକ  ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସଂଖ୍ୟା କମ୍ ରହିଥିବା ବେଳେ ସଂସ୍କୃତ, କଳା ଏବଂ ବିଜ୍ଞାନ ଶିକ୍ଷକଙ୍କ ପଦବୀ ଖାଲି ଓଡ଼ଗାଁ,୨୮/୧୧(ଶ୍ରୀକାନ୍ତ…

ବେଆଇନ ଖଣିଜ ଦ୍ରବ୍ୟ ଚୋରା ଚାଲାଣ, ୨ ବାଲି ବୋଝେଇ ହାଇୱା ସହିତ ଚାଳକ ଅଟକ

ଓଡ଼ଗାଁ,୨୮/୧୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଆଦର୍ଶ ଥାନା ପୋଲିସ ବେଆଇନ ଖଣିଜ ପଦାର୍ଥ ଚୋରା ଚାଲାଣ ୨ ବାଲି ବୋଝେଇ ହାଇୱା ସହିତ ୨ ଚାଳକ ଅଟକ ଥିବା ବେଳେ ୩୫୫/୨୫ ଏବଂ ୩୫୬/୨୫ ନମ୍ବରରେ ବେଆଇନ ଖଣିଜ ଦ୍ରବ୍ୟ ଚୋରା ଚାଲାଣ ଆଇନ ଅନୁସାରେ ୨ଟି ପୃଥକ ମାମଲା ରୁଜୁ କରି…