ବାରିପଦା ସହରକୁ ନିଶାମୁକ୍ତ ସହରରେ ପରିଣତ କରାଇବା ନିମନ୍ତେ ଏସପିଙ୍କ ସହିତ ଆଲୋଚନା
ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ସହରରେ ବ୍ରାଉନସୁଗାର ଭଳି ମାରାତ୍ମକ ନିଶାଦ୍ରବ୍ୟ ବ୍ୟବସାୟ ଦିନକୁଦିନ ବୃଦ୍ଧି ପାଇବାରେ ଲାଗିଛି । ଯୁବ ସମାଜ ସହିତ ଛାତ୍ରମାନେ ଏହି ମାରାତ୍ମକ ନିଶା ପ୍ରତି ଆକୃଷ୍ଟ ହେଉଥିବାର ପରିଲକ୍ଷିତ ହୋଇଛି । ଫଳରେ ସମାଜରେ ବିଭିନ୍ନ ପ୍ରକାରର ଅପରାଧ…