ଉତ୍କଳ  ଦିବସ ଓ ଜିଲ୍ଲା  ଗଠନର ୨୫ ବର୍ଷ ପୂର୍ତ୍ତିକୁ ଆନନ୍ଦ ଉଲ୍ଲାସ ସହ ପାଳନ କରାଯିବ: ଜିଲାପାଳ

ଯାଜପୁର : ଉତ୍କଳ  ଦିବସ କେବଳ ଆମ ଓଡିଶାର ପ୍ରତିଷ୍ଠା  ଦିବସ ନୁହେଁ ଆମ ରାଜ୍ୟର ସ୍ୱାଭିମାନ, ବିରତ୍ୱ ଓ ଗୈାରବର ପ୍ରତୀକ ବୋଲି ଜିଲ୍ଲାପାଳ  ରଂଜନ କୁମାର ଦାସ ମତବ୍ୟକ୍ତ କରିଚ୍ଥନ୍ତି ।  ମଙ୍ଗଳବାର ଅପରାହ୍ନରେ ଜିଲ୍ଲା  ଗ୍ରାମ୍ୟ ଊନ୍ନୟନ ସଂସ୍ଥା ସମ୍ମିଳନୀ ଗୃହରେ ଉତ୍କଳ \ ଦିବସ ଓ…

 ଧନ୍ୟ ଆମ ଉତ୍ତରଦାୟିତ୍ୱ !!!!!

ବିମାନ ବନ୍ଦରରେ କ୍ରନ୍ଦନ ରୋଳ, ରହିଛି  ସହିଦଙ୍କ କଫିନ. ଆତ୍ମୀୟଙ୍କ ବୁକୁଫଟା ଚିତ୍କାରରେ ବିଦାରି ହୋଇ ଯାଉଛି ସମସ୍ତଙ୍କ ହୃଦୟ | ଆଉ ସେପଟେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନେଉଛନ୍ତି, ଶୁଭେଚ୍ଛା, ଖୁସିର ମାହୋଲ, ସ୍ମାର୍ଟ ସିଟିର ମେୟର ମନ୍ତ୍ରୀ ଆଉ ବିଧାୟକ ମସଗୁଲ ହସ ଆଉ ଉଲ୍ଲାସରେ |…

ବାରିପଦା ଘଟଣା ପୁଣି ଥରେ ଦାନ ମାଝୀ ପ୍ରସଙ୍ଗକୁ ମନେ ପକାଇ ଦେଇଛି : ବିଜେପି

  ଭୁୂବନେଶ୍ୱର : ଦାନମାଝୀ ପରି ପୁଣି ଏକ ଲଜ୍ଜାକର ଘଟଣା ଲୋକଲୋଚନକୁ ଆସିବା ପରେ ଶାସକ ବିଜେଡିର ମୁଖା ଖୋଲିଯାଇଛି । କେବଳ ଯୋଜନା ଘୋଷଣା କରି ନିଜର ଆତ୍ମପ୍ରଚାରରେ ବ୍ୟସ୍ତଥିବା ମୁଖ୍ୟମନ୍ତ୍ରୀ ବାସ୍ତବରେ ସାଧାରଣଲୋକଙ୍କ ଅଧିକାରକୁ ଗୁରୁତ୍ୱ ଦିଅନ୍ତି ନାହିଁ । ବିଭିନ୍ନ ଯୋଜନା…

ଅଯୋଧ୍ୟା ମାମଲାରେ ମଧ୍ୟସ୍ଥତା ପାଇଁ ଦାଏର କରାଯାଇଥିବା ୩୨ଟି ଆବେଦନ ସୁପ୍ରିମକୋର୍ଟରେ ଖାରଜ

ନୂଆଦିଲ୍ଲୀ : ରାମଜନ୍ମଭୂମି ବାବରୀ ମସଜିଦ ପ୍ରସଙ୍ଗରେ ମଧ୍ୟସ୍ଥତା ଲାଗି ବିଭିତ୍ତ ବ୍ୟକ୍ତି କରିଥିବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି  ।  କେବଳ ଜମି ମାଲିକାନା ବିବାଦ ସହ ଜଡିତ ବ୍ୟକ୍ତିମାନଙ୍କୁ ନେଇ ଶୁଣାଣୀ କରାଯିବ ବୋଲି କୋର୍ଟ ସ୍ପଷ୍ଟ କରିଦେଇଛନ୍ତି  । ମାମଲାର…

ସୋସିଆଲ ମିଡିଆରେ ଆରମ୍ଭ ହେଲା ମୋ ସ୍କୁଲ କାର୍ଯ୍ୟକ୍ରମ

ଭୁବନେଶ୍ୱର  :  ମୋ ସ୍କୁଲ କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ କରିବା ନିମନ୍ତେ ସୋସିଆଲ ମିଡିଆ ଅଭିଯାନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।  ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଗତ ନଭେମ୍ବର ୧୪ ତାରିଖ ଶିଶୁ ଦିବସ ଅବସରରେ ଆରମ୍ଭ ହୋଇଥିବା ମୋ ସ୍କୁଲ…

ଉତ୍ତରପ୍ରଦେଶ ଉପ-ନିର୍ବାଚନରେ ମାଟି ଚାଟିଲା ବିଜେପି: ବିଜୟ

ଭୁବନେଶ୍ୱର,: ମୋଦି ବିଜେପିର ପୋଷ୍ଟର ବୟ ଯୋଗୀ ଆଦିତ୍ୟନାଥଙ୍କ ନିଜ ସଂସଦୀୟ କ୍ଷେତ୍ର ଗୋରଖପୁରରେ ବିଜେପି ଆଜି ମାଟି ଚାଟିଛି । ଉତ୍ତରପ୍ରଦେଶରେ ଗୋରଖପୁର ଓ ଫୁଲପୁର ସଂସଦୀୟ କ୍ଷେତ୍ର ପାଇଁ ହୋଇଥିବା ଉପ-ନିର୍ବାଚନରେ ବିଜେପି ବହୁ ଭୋଟ୍‍ ବ୍ୟବଧାନରେ ପରାଜୟବରଣ କରିଛି । କେବଳ…

ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ମନ୍ତ୍ରୀ-ବିଧାୟକ-ମେୟର

ବିଶ୍ୱସ୍ତରୀୟ ସ୍ମାର୍ଟସିଟି ମଧ୍ୟରେ ଭୁବନେଶ୍ୱର ଭୁବନେଶ୍ୱର,୧୪/୩/୨୦୧୮: ଇଂଲଣ୍ଡର ଗବେଷଣା ସଂସ୍ଥା ଜୁନିପର୍‍ ରିସର୍ଚ୍ଚ ସେଣ୍ଟର ପକ୍ଷରୁ ସର୍ଭେ କରାଯାଇଥିବା ବିଶ୍ୱର ଶ୍ରେଷ୍ଠ  ୨୦ଟି ଉତ୍ତମ ପ୍ରଦର୍ଶନକାରୀ ସ୍ମାର୍ଟସିଟି ମଧ୍ୟରେ ଭୁବନେଶ୍ୱର ସ୍ଥାନିତ ହୋଇଛି । ସୁରକ୍ଷା, ଗମନାଗମନ,…

ଆଗ୍ରୋ ଇଣ୍ଡଷ୍ଟ୍ରିଜ କର୍ପୋରେସନର ଅଧ୍ୟକ୍ଷ ଭାବେ ପ୍ରଭାତ ଆଦିତ୍ୟ ମିଶ୍ରଙ୍କ ଦାୟିତ୍ୱ ଗ୍ରହଣ

ଭୁବନେଶ୍ୱର : ମୁଖନ୍ଥମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ମାର୍ଚ୍ଚ ୮ ତାରିଖରେ ଓଡ଼ିଶା ଆଗ୍ରୋ ଇଣ୍ଡଷ୍ଟ୍ରିଜ କର୍ପୋରେସନର ଅଧ୍ୟକ୍ଷ ଭାବେ ବରଗଡ଼ ଜିଲ୍ଲା କାର୍ଯନ୍ଥକାରୀ ସଭାପତି ଶ୍ରୀ ପ୍ରଭାତ ଆଦିତନ୍ଥ ମିଶ୍ରଙ୍କୁ ମନୋନୀତ କରିବା ପରେ ଆଜି ସେ ବିଧିଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ।…

ସରକାରଙ୍କୁ କଂଗ୍ରେସ ର ଚେତାବନୀ :  ବଜେଟରେ କୃଷି ଋଣ ଛାଡ ଓ ଚାଷୀ ପେନସନ୍ ପାଇଁ ବ୍ୟବସ୍ଥା କର,   ନହେଲେ  ଅକ୍ଷୟ…

 ଭୁବନେଶ୍ୱର- ଜନସଂଖ୍ୟାର ୭୦ ପ୍ରତିଶତ ଲୋକ ପ୍ରତ୍ୟକ୍ଷ ଭାବେ କୃଷି କ୍ଷେତ୍ରରେ ନିର୍ଭରଶୀଳ ।  କେବଳ ସେମାନେ ଅନ୍ନ ଦାତା ନୁହନ୍ତି, ସରକାର ଗଠନରେ ପ୍ରମୁଖ ଭୋଟ ଦାତା । କିନ୍ତୁ ଦୁଃର୍ଭାଗ୍ୟର ବିଷୟ ଅନ୍ୟ ୩୦ ପ୍ରତିଶତ ଲୋକ କ୍ରମାଗତ ଭାବେ ଧନୀରୁ ଧନୀ ହେଉଥିବା ବେଳେ ଏହି ୭୦ ପ୍ରତିଶତ ଚାଷୀ…