ଅନେକ ଜନକଲ୍ୟାଣକାରୀ ଯୋଜନା ବନ୍ଦ କରି ରାଜ୍ୟର ଆର୍ଥିକ କ୍ଷତି କରିଛି କେନ୍ଦ୍ର ଏନଡିଏ ସରକାର
ପଞ୍ଚାୟତିରାଜ ଦିବସ ପାଳନକୁ ନେଇ ବିଜେପି ରାଜନୀତି ନକରୁ: ବିଜୟ ନାୟକ
ଭୁବନେଶ୍ୱର(ଚକ୍ରଧର) : ଏପ୍ରିଲ ୨୪ ପଞ୍ଚାୟତିରାଜ ଦିବସ ପାଳନ ପାଇଁ କେନ୍ଦ୍ର ସରକାର ଯେଉଁ ପ୍ରକାରେ ପରାମର୍ଶ ଦେଇଥିଲେ ସେହି ପ୍ରକାରେ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଥିଲା ।…