ନାବାଳିକା ଦୁଷ୍କର୍ମ ଉଦ୍ୟମ ମାମଲା : ଅଭିଯୁକ୍ତକୁ ୩ ବର୍ଷ ଜେଲ ଓ ୫୦୦୦ ଜୋରିମାନା
ବାରିପଦା(Dillip Mohanty )- ବାରିପଦା ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ (୧) କମ ଚିଲଡ୍ରେନ କୋର୍ଟ ଜଜ୍ ଅଜିତ କୁମାର ସିଂ ଏକ ନାବାଳିକା ଦୁଷ୍କର୍ମ ମାମଲାର ବିଚାର କରି ଅଭିଯୁକ୍ତ ମୋରଡ଼ା ଥାନା ଅନ୍ତର୍ଗତ ହାଣ୍ଟିଭଙ୍ଗା ଗ୍ରାମର ପରମେଶ୍ୱର ନାଏକଙ୍କ ପୁଅ ମଳୟ ନାଏକ ଓରଫ ନାଣ୍ଡଙ୍କୁ ଦୋଷୀ…