ମାତୃଭାଷା ଓଡିଆରେ ଲାଗିଲା ବ୍ୟାନର ପୋଷ୍ଟର
ପଦ୍ମପୁର/ନୀଳ ଦୀପ . ବରଗଡ ଜିଲ୍ଲା ପଦ୍ମପୁର ଠାରେ ଜନସାଧାରଣଙ୍କ ଭିତରେ ଦେଖାଦେଇଛି ଏକ ନୂତନ ପଦକ୍ଷେପ । ସମସ୍ତ ଦୋକାନ ବାହାରେ ଲାଗିଥିବା ବିଭିନ୍ନ ଭାଷାର ପୋଷ୍ଟର ଗୁଡିକୁ ହଟାଇ ଓଡିଆ ରେ ଲେଖାଯାଇଛି । ମାରବାଡି ଯୁବା ମଂଚ ଆନୁକୁଲ୍ୟରେ ପ୍ରେସିଡେଂଟ ମୁକେଶ ଅଗ୍ରୱାଲ, ସେକ୍ରେଟାରୀ…