ଭଞ୍ଜନଗର ପୋଲିସ୍ କୁ ଏକ ବଡ଼ ଧରଣର ସଫଳତା:
ଶହ ଶହ ଚୋରି ମୋବାଇଲ୍ ଓ ବ୍ୟାଟେରୀ ସହ ଅଭିଯୁକ୍ତ ଗିରଫ
ଭଞ୍ଜନଗର ରୁ (ଉଦୟନାଥ ପଣ୍ଡା ) ଶାସକ ପ୍ରଶାସକ : ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ଏକ ବଡ଼ଧରଣର ଆନ୍ତଃରାଜ୍ୟ ଚୋର ଗ୍ୟାଙ୍ଗର ୨୧ ଜଣକୁ ଗିରଫ କରିବାରେ ସକ୍ଷମ ହୋଇଛି। ଏଥିସହ ସେମାନଙ୍କଠାରୁ ୧୦୬୬ଟି ମୋବାଇଲ, ୧୨୭୫ଟି ବ୍ୟାଟେରି, ୪୨୫…