ବିବାଦ ଘେରରେ ଲାଞ୍ଚୁଆ ତହସିଲଦାର !
କେନ୍ଦ୍ରାପଡା ରୁ ପ୍ରଫୁଲ୍ଲ କୁମାର ମଲ୍ଲ : କେନ୍ଦ୍ରାପଡା ଜିଲ୍ଲା ଡେରାବିଶ୍ ତହସିଲ କାର୍ଯ୍ୟାଳୟରେ ଘଟିଛି ଏକ ନିନ୍ଦନୀୟ ଘଟଣା | ଡେରାବିଶ୍ ଅଞ୍ଚଳର ଜଣେ ବ୍ୟକ୍ତି ରାଧାକାନ୍ତ ମହାନ୍ତି ତାଙ୍କର କୌଣସି କାରଣ ବଶତ ମୋବାଇଲ ହଜିଯିବାରୁ simcard ର ପୁନରାବୃତ୍ତି ପାଇଁ ଏକ…