ଇଏ ପାରି ହେବା ପାଇଁ ଘାଟ ନା ମରଣ ହାଟ : କେତେ ଲୋକ ମଲେ ଚେତିବେ ସରକାର
ଜୀବିକା ପାଇଁ ଜୀବନ ବାଜି, କେତେବେଳେ ଯିବ ଜୀବନ ହଜି
ବ୍ୟୁରୋଚିଫ (ଜୟଶଙ୍କର ଦାଶ):ରାଜ୍ୟରେ ଅନେକ ସ୍ଥାନକୁ ଗମନାଗମନର ସୁବିଧା ନଥିବାରୁ ବିପଦଜନକ ନୌକାଯାତ୍ରା ଚାଲିଥିବା ଦେଖିବାକୁ ମିଳେ । ଏମିତି କିଛି ଅପହଞ୍ଚ ଇଲାକା ରହିଛି ଯେଉଁଠି ଡଙ୍ଗା ହିଁ ଏକମାତ୍ର ମାଧ୍ୟମ । ଯାତାୟାତରେ…