ଯୋଗ ହିଁ ଜୀବନ, ନିରନ୍ତନ ଯୋଗ ସର୍ବଦା ନିରୋଗ , ବିଏସଏସର ପ୍ରୟାସ

0

ଯୋଗ ହିଁ ଜୀବନ, ନିରନ୍ତନ ଯୋଗ ସର୍ବଦା ନିରୋଗ , ବିଏସଏସର ପ୍ରୟାସ

ଭଦ୍ରକରୁ ସତ୍ୟ ଭୂଷଣ ସ୍ୱାମୀ  : ଯୋଗ ହିଁ ଜୀବନ |  ଏହି ସନ୍ଦେଶ ସହ ଆଜି ୪ର୍ଥ ବିଶ୍ବ ଯୋଗ ଦିବସ ଅବସରରେ ଭଦ୍ରକ ସୋସିୟାଲ୍ ସର୍ଭିସ ଗ୍ରୁପ (BSS)ତରଫରୁ ତଥା ଯୋଗି ସଞ୍ଜୀବ ଯୋଗ ପ୍ରଚାରକ ଓମ ଜି ଙ୍କ ପ୍ରତ୍ୟକ୍ଷ ତତ୍ୟବଧାନରେ ନେହୁରୁ ଷ୍ଟାଡିୟମରେ ଏକ ନିଃଶୁଳ୍କ ଯୋଗ ଶିବିରର ଆୟୋଜନ କରାଯାଇଥିଲା | ଏଥିରେ ନିରନ୍ତନ ଯୋଗ ଦ୍ବାରା କିଭଳି ସୁସ୍ଥ ରହି ହେବ ଓ ଯୋଗର  ବିଭିନ୍ନ ଉପକାରିତା ସହ ଯୋଗ ଶିକ୍ଷା ଦିଆ ଯାଇଥିଲା |

Leave A Reply

Your email address will not be published.