ଭଦ୍ରକରେ ପ୍ରୋଶେସନ ସମୟରେ ଆଉ ବାଜିବନି ଡିଜେ 

0

ଭଦ୍ରକରେ ପ୍ରୋଶେସନ ସମୟରେ ଆଉ ବାଜିବନି ଡିଜେ  

ଭଦ୍ରକରୁ ସତ୍ୟଭୂଷଣ ସ୍ୱାମୀ : ଭଦ୍ରକ ଦଙ୍ଗା ପରେ DJ ବନ୍ଦ ନେଇ ଚାଲିଥିଲା ଵିଵାଦ । ଏହାକୁ ନେଇ ଗତକାଲି ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ଅଧିକାରୀ ନବ କିଶୋର ନାୟକଙ୍କୁ DJ ଚଲାଇବା ନେଇ ମାଡ ଘଟଣାରେ ଏସପି ବାତୁଳ ଗଙ୍ଗାଧରଙ୍କ  କଠୋର ପଦକ୍ଷେପ ନେଇଛନ୍ତି |  ଭଦ୍ରକରେ ପ୍ରୋଶେସନ ସମୟରେ ଆଉ ବାଜିବନି ଡିଜେ  | ସମସ୍ତ ଥାନାକୁ ଏ ସମ୍ପର୍କରେ ନିର୍ଦ୍ଦେଶ ଦିଆଯାଇଛି |  ଭଦ୍ରକର ବିଭିନ୍ନ ଥାନା ଅଞ୍ଚଳରେ 20ରୁ ଅଧିକ DJକୁ ଜବତ କଲା ପୋଲିସ |

Leave A Reply

Your email address will not be published.