ଶ୍ରୀରାଧାର କଲ୍ପକାର କବି ରମାକାନ୍ତ ରଥ ପାଇବେ “ଅତିବଡ଼ୀ ଜଗନ୍ନାଥ ଦାସ’ ପୁରସ୍କାର
୧୫ ଜଣ ସାହିତ୍ୟିକ ସାହିତ୍ୟ ଏକାଡେମୀ ପକ୍ଷରୁ ହେବେ ସମ୍ବର୍ଦ୍ଧିତ
ଭୁବନେଶ୍ୱର(ଗିରିଜା ଶଙ୍କର ଦାଶ) ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଉଲ୍ଲେଖନୀୟ ସାରସ୍ୱତ ଅବଦାନ ପାଇଁ ପ୍ରଦାନ କରାଯାଉଥିବା ସର୍ବୋଚ୍ଚ ସାରସ୍ୱତ ସମ୍ମାନ "ଅତିବଡ଼ୀ ଜଗନ୍ନାଥ ଦାସ' ପୁରସ୍କାର ପାଇବେ ବିଶିଷ୍ଟ କବି…