ଭକ୍ତଙ୍କ ସୁରକ୍ଷା ସରକାରଙ୍କ ଦାୟିତ୍ୱ : ମୁଖ୍ୟମନ୍ତ୍ରୀ
ପୁରୀରୁ ଜିଲ୍ଲା ପ୍ରତିନିଧି କୁମାର ଅଭିଶେଖ : ତିନିଠାକୁରଙ୍କ ପବିତ୍ର ତଥା ପ୍ରସିଦ୍ଧ ଘୋଷ ଯାତ୍ରା ଯେତିକି ନିକଟ ହେଉଛି ସେତିକି ତତ୍ପରତା ପ୍ରକାଶ ସରକାର ଓ ପ୍ରଶାସନ ପକ୍ଷରୁ | ସବୁ ପ୍ରକାର ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ | ଖୋଦ ମୁଖ୍ୟମନ୍ତ୍ରୀ ନେଇଛନ୍ତି ସମୀକ୍ଷା ରାଡାଯାତ୍ରା…