ବିଜେଡି ଛାଡି କଂଗ୍ରେସରେ ଯୋଗ ଦେଲେ ବେରେଡାକିଆ ସରପଂଚ ଓ ଶତାଧିକ ବିଜେଡି କର୍ମୀ
ଘୁ.ଉଦୟଗିରି : କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ଅନ୍ତର୍ଗତ ବେରେଡାକିଆ ପଂଚାୟତର ସରପଂଚ ତଥା ଏ ଅଂଚଳର ଜଣାଶୁଣା ନାରୀନେତ୍ରୀ ସସ୍ମିତା ପ୍ରଧାନ ବିଜୁ ଜନତା ଦଳ ଛାଡି ଆଜି କଂଗ୍ରେସରେ ଯୋଗ ଦେଇଛନ୍ତି | ତାଙ୍କ ସହ ୱାର୍ଡ ମେମ୍ବର ତଥା ଶତାଧିକ ବିଜେଡି କରମୀ ଆଜି ଘୁ ଉଦୟଗିରି ବିଧାୟକ ଜାକବ…