ଲଗାଣ ବର୍ଷା ଯୋଗୁଁ ଜଳମଗ୍ନ ହେଲା ପଦ୍ମପୁର

  ପଦ୍ମପୁର,(ନୀଳ ଦୀପ )- ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲଘୁ·ପ କାରଣରୁ ବିଗତ ଦୁଇ ଦିନ ଧରି ପଦ୍ମପୁର ଅଂଚଳରେ ଲଗାତାର ବର୍ଷା ଲାଗି ରହିଛି  । କିଛି ଦିନ ପୁର୍ବରୁ ପାନୀୟ ଜଳ ପାଇଁ ହାହାକାର କରୁଥିବା ପଦ୍ମପୁରବାସୀଙ୍କ ପାଇଁ ଏହି ବର୍ଷା କିଛି ମାତ୍ରାରେ ଆସ୍ୱସ୍ତି ଆଣି ଦେଇଥିବା…

ଶଶୁରକୁ ଜ୍ୱାଇଁର ହତ୍ୟା ଅଭିଯୋଗ

  ପଦ୍ମପୁର,(Nila Deep)- ପଦ୍ମପୁର ବିଜ୍ଞାପିତ ଅଂଚଳ ପରିଷଦ ଅନ୍ତର୍ଗତ ୱାର୍ଡ ନଂ-୧୦ରେ ଜଣେ ଜ୍ୱାଇଁ ନିଜ ଶଶୁରକୁ ପିଟି ପିଟି  ହତ୍ୟା କରିବା ଭଳି ଏକ ସଙ୍ଗୀନ ଅଭିଯୋଗ ପଦ୍ମପୁର ପୋଲିସର ହସ୍ତଗତ ହୋଇଛି  । ବିସ୍ତୃତ ବିବରଣୀ ଅନୁଯାୟୀ, ପଦ୍ମପୁର ବାଜା ପଡାର ହାଡୁ ବେହେରା ଗତ ଏପ୍ରିଲ ୨୪…

ରାଉରକେଲା ଇସ୍ପାତ କାରଖାନାରେ ଠିକାଶ୍ରମିକଙ୍କ ନିମନ୍ତେ ସଚେତନତା କାର୍ଯ୍ୟକ୍ରମ ‘ଦକ୍ଷ’ ଅନୁଷ୍ଠିତ 

ରାଉରକେଲାରୁ ସୁଶାନ୍ତ ବେହେରା : ରାଉରକେଲା ଇସ୍ପାତ କାରଖାନାର ଏଚଆରଡ଼ି ସେଣ୍ଟର ଠାରେ ଜୁଲାଇ ୧୨ ତାରିଖରେ ଠିକା ଶ୍ରମିକଙ୍କ ନିମନ୍ତେ ସଚେତନତା କାର୍ଯ୍ୟକ୍ରମ “ଦକ୍ଷ”ର ଏକ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଆରଏସପିର ବିଭିନ୍ନ ବିଭାଗରେ କାର୍ଯ୍ୟରତ ୪୧ ଜଣ ଠିକା…

ଓଡ଼ିଆ ପତ୍ର ପତ୍ରିକାକୁ ନୂତନ ଦିଗନ୍ତ ଦେଇଥିବା ଗୌରିଶଙ୍କରଙ୍କୁ ଓଡ଼ିଆମାନେ ଭୁଲି ଯାଇଛନ୍ତି

ରାଉରକେଲା : ସେକ୍ଟର- ୫ ସ୍ଥିତ କଲ୍‌ଚରାଲ୍‌ ଏକାଡେମୀ ପକ୍ଷରୁ ରାଉରକେଲା ପ୍ରେସ୍‌ କ୍ଲବ୍‌ ସହଯୋଗରେ କର୍ମବୀର ଗୌରୀଶଙ୍କର ରାୟ ଓ ରାଉରକେଲା ସହରର ଓଡ଼ିଆ ଅସ୍ମିତାର ପ୍ରତୀକ ରଜନୀକାନ୍ତ ଦାସଙ୍କ ସ୍ମୃତିଚାରଣ ଉପଲକ୍ଷେ ଏକ ଆଲୋଚନା ଅନୁଷ୍ଠିତ ହୋଇଯାଇଛି। ଏକାଡେମୀ ପରିସରରେ ଅନୁଷ୍ଠିତ ଏହି…

ମିଳିତ ଜନଅଭିଯୋଗ ଶୁଣାଣି ଶିବିରରେ ୫୧ଟି ଅଭିଯୋଗ

   ଭଦ୍ରକ(ସତ୍ୟଭୂଷଣ ସ୍ୱାମୀ ) ଭଦ୍ରକ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହ ପରିସରରେ ମିଳିତ ଜନଅଭିଯୋଗ ଶୁଣାଣି ଅନୁଷ୍ଠିତ  ହୋଇଯାଇଛି । ଜିଲ୍ଲାପାଳ ଜ୍ଞାନଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଅଭିଯୋଗ ଶୁଣାଣିରେ ଆରକ୍ଷୀ ଅଧିକ୍ଷକ ବି ଗଙ୍ଗାଧର ,ଅତିରିକ୍ତ ଜିଲ୍ଲାପାଳ ଶ୍ୟାମଭକ୍ତ ମିଶ୍ର,…

ଇଏ ସ୍କୁଲ ନ| ପୋଖରୀ ??

ପାଣି  ଘେରରେ ପଦ୍ମପୁର ଲାଲବାହଦୁର ଶାସ୍ତ୍ରୀ ବିଦ୍ୟାଳୟ ପଦ୍ମପୁର/ ନୀଳ ଦୀପ : ବରଗଡ଼ଜିଲ୍ଲା  ପଦ୍ମପୁର ରେ ବାରମ୍ବାର ସାନିଟେସନ ବାବଦକୁ ଦାବି ହେବା ସହ ବର୍ଷା ଦିନ ରେ ନାଳ ନର୍ଦ୍ଧମା ଜଳ ନିଷ୍କାସନର ବ୍ୟବସ୍ଥା ପାଇଁ ବିଜ୍ଞାପିତ ଅଂଚଳ ପରିଷଦ କତୃପକ୍ଷଙ୍କୁ ନିବେଦନ କରା ଯାଇଥିଲେ…

ବିଲେଇସର୍ଡା ହାଇସ୍କୁଲରେ ପାନୀୟ ଜଳର ଘୋର ଅଭାବ : ପିଲା ପିଇବାକୁ ପାଣି ନାହିଁ 

ବଲାଙ୍ଗିର/ପୁଇଁନ୍ତଲା(ନିରୋଜ ମିଶ୍ର)  : ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ବିଲେଇସର୍ଡା ସ୍ଥିତ ଜବାହରଲାଲ ନୋଡାଲ ଉଚ୍ଚ ବିଦ୍ୟାଳୟରେ ପାନୀୟ ଜଳର ଘୋର ଅଭାବ ଦେଖାଦେଇଛି । ବିଦ୍ୟାଳୟରେ ଷଷ୍ଠରୁ  ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୫୦୦ରୁ ଉର୍ଦ୍ଧ୍ବ  ଛାତ୍ର ଛାତ୍ରୀ ଅଧ୍ୟୟନରତ । ବର୍ଷା ସମୟରେ ସଂକ୍ରମଣ…

ଜାତୀୟ ସେବା ଯୋଜନାର ସ୍ୱତନ୍ତ୍ର ସେବା ଶିବିର ଉଦଘାଟିତ

ବାରିପଦା(DILLIP MOHANTY) :  ପବିତ୍ର  ରଥଯାତ୍ରା ଉପଲକ୍ଷେ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ଅନୁମୋଦନ କ୍ରମେ ମୟୂରଭଞ୍ଜ କଲେଜ ଅଫ୍ ଏକାଉନଟେନସି ଏଣ୍ଡ ମେନେଜମେଣ୍ଟର ଏନ.ଏସ.ଏପ. ସ୍ୱେଚ୍ଛାସେବୀମାନଙ୍କ ଦ୍ୱାରା ଜାତୀୟ ସେବା ଯୋଜନାର ସ୍ୱତନ୍ତ୍ର ସେବା ଶିବିର ଓଡ଼ିଶା ବିଧାନସଭା…