କମିଶନରେଟ୍ ପୋଲିସର ଦୁର୍ଗାପୂଜା ପ୍ରସ୍ତୁତି – ଆଇନ ଶୃଙ୍ଖଳା ରକ୍ଷା ଏବଂ ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ବ୍ୟାପକ…

ଭୁବନେଶ୍ୱର, - କଟକ ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଥିବା ଶାରଦୀୟ ଦୁର୍ଗାପୂଜା (୨୬.୯.୨୦୧୭ ରୁ ୧.୧୦.୨୦୧୭) ଉପଲକ୍ଷେ ଆଇନ ଶୃଙ୍ଖଳା ରକ୍ଷା, ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ପୋଲିସ କମିଶନରେଟ୍ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।  ଏହି ଅବସରରେ ଅନୁଷ୍ଠିତ ହେବାକୁ ଥିବା…

ମହିଳା ଶିଶୁ କଲ୍ୟାଣ କ୍ଷେତ୍ରରେ ରାଜ୍ୟ ସରକାର ଆଉ ଏକ ପଦକ୍ଷେପ ଆରମ୍ଭ ହେଲା ସମ୍ପୂର୍ଣ୍ଣା ଓ ଆଶା କଲ୍ୟାଣ ଯୋଜନା…

ଭୁବନେଶ୍ୱରରୁ ମାନସୀ ମିଶ୍ର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ପୂର୍ଣର୍ା ଓ ଆଶା କଲ୍ୟାଣ ନାମକ ଦୁଇଟି ଯୋଜନା ଶୁଭାରମ୍ଭ କରିଛନ୍ତି  । ତାଙ୍କ ଅଭିଯୋଗ ପ୍ରକୋÂସ୍ଥ ସମ୍ମିଳନୀ କକ୍ଷରୁ ଏହା ସହିତ  ୩୨୨ଟି ସ୍ୱାସ୍ଥ୍ୟଭିତିକ ପ୍ରକଳ୍ପର ଲୋକର୍ପଣ କରିଛନ୍ତି  । ରାଜ୍ୟରେ ଶିଶୁ ଓ ମାତୃମୃତ୍ୟୁ…

କଂଗ୍ରେସକୁ ଶକ୍ତ ଧକ୍କା: ବିଜେଡି ବି ନିଜ ଗୋଡରେ କୁରାଢି ମାରିଲା, ବିଜେଡିରେ ଯୋଗ ଦେଲେ ମୃତ କଂଗ୍ରେସ ବିଧାୟକ…

  ବିଜେଡି ଭିତରେ ଅସନ୍ତୋଷର ଫାଇଦା ନେଇପାରେ ବିଜେପି  ମୋ ସ୍ୱାମୀଙ୍କ ଇଚ୍ଛାକୁ ସମ୍ମାନ ଦେଇ ବିଜେଡିରେ ଯୋଗଦେଲି: ରୀତା ସାହୁ ଭୁବନେଶ୍ୱର: ପୂର୍ବତନ କଂଗ୍ରେସ ବିଧାୟକ ସ୍ୱଗତ ସୁବଳ ସାହୁଙ୍କ ପରିବାର ଆଜି ବିଜେଡିରେ ଯୋଗ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ…

 ଜାମିନ୍ ଆବେଦନ ଖାରଜ ,ଜେଲ ଗଲେ ବିଧାୟକ ପ୍ରଭାତ ବିଶ୍ୱାଳ

  ଭୁୁବନେଶ୍ୱର, - ସିସୋର ଚିଟଫଣ୍ଡ ଲିଙ୍କ୍ ମାମଲାରେ ଗିରଫ ହୋଇଥିବା ବିଜେଡି ବିଧାୟକ ପ୍ରଭାତ ବିଶ୍ୱାଳଙ୍କର ଜାମିନ୍ ଆବେଦନ ଖାରଜ ହୋଇଯାଇଛି । ସ୍ପେଶାଲ ସିଜେଏମ୍ ସିବିଆଇ କୋର୍ଟ ଏହାକୁ ଖାରଜ କରିଛନ୍ତି ।  ଶନିବାର ବିଧାୟକ ଶ୍ରୀ ବିଶ୍ୱାଳଙ୍କୁ ପୁଣି ଥରେ କୋର୍ଟରେ ହାଜର କରାଯାଇଥିଲା  ।…

ଅଣଓଏଏସ ସେବାର ଦୁଇ ବରିଷ୍ଠ ଅଧିକାରୀ ପାଇଲେ ଆଇଏଏସ

ଓଡିଶା ଅର୍ଥ ସେବା(ଓଏଫଏସ)ର ବରିଷ୍ଠ ଅଧିକାରୀ ପ୍ରଫୁଲ୍ଲ କୁମାର ରାଉତ ଓ ପଂଚାୟତିରାଜ ସେବାର ବରିଷ୍ଠ ଅଧିକାରୀ ସ୍ମୃତିରଞ୍ଜନ ପ୍ରଧାନ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ) ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି  । ଅଣ ଓଏଏସ ବର୍ଗରୁ ଚଳିତବର୍ଷ  ଏହି ଦୁଇ ଅଧିକାରୀଙ୍କ ଆଇଏସ ପାହ୍ୟାକୁ ପଦୋନ୍ନତି…

ବାଲେଶ୍ୱରଠାରେ ଫେସବୁକର ସର୍ବବୃହତ କର୍ମଶାଳା ସାମିଲ ହେଲେ ୨୨୫୦ ଉଦ୍ୟୋଗୀ

ଭୁବନେଶ୍ୱର- ଫେସବୁକର ଗ୍ଲୋବାଲ ବୁଷ୍ଟ ଇଓର ବିଜ୍ନେସ୍ କାର୍ଯ୍ୟକ୍ରମ ଅନ୍ତର୍ଗତ ୨୨୫୦ ଜଣ ଅଣୁ ଉଦ୍ୟୋଗୀ ଏବଂ ସ୍ୱୟଂ ସହାୟକ ଗୋÂୀର ସଦସ୍ୟସଦସ୍ୟାଙ୍କୁ ଡିଜିଟାଲ ବିପଣନ ଦକ୍ଷତାରେ ବାଲେଶ୍ୱରଠାରେ ପ୍ରଶିକ୍ଷିତ କରାଯାଇଛି । ସେଥିମଧ୍ୟରୁ ୭୮୦ ଜଣ ଫେସବୁକ ପେଜ୍ ସୃଷ୍ଟି କରିଛନ୍ତି ।  ବୁଷ୍ଟ…

ବିଶିଷ୍ଟ ଲେଖିକା ବନଜ ଦେବୀ ପାଇବେ ଶାରଳା ପୁରସ୍କାର

ଭୁବନେଶ୍ୱର-  ବିଶିଷ୍ଟ ଲେଖିକା ବନଜ ଦେବୀ ତାଙ୍କ ରଚିତ ଗଳ୍ପ ସଙ୍କଳନ "କାଠପୁଅ' ନିମନ୍ତେ ୩୮ତମ ଶାରଳା ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛନ୍ତି । ଶାରଳା ପୁରସ୍କାର ଊପଦେଷ୍ଟା ପରିଷଦ ବୈଠକରେ ଏହି ସିଦ୍ଧାନ୍ତ ଗ୍ରହଣ କରାଯାଇଛି । ପୁରସ୍କାରସ୍ୱରୂପ ଶ୍ରୀମତୀ ବନଜ ଦେବୀଙ୍କୁ ପାଂଚଲକ୍ଷ…

ବାରଣାସୀରେ ଦୀନଦୟାଲ ହସ୍ତକଳା ସଙ୍କୁଳ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ, ବାରଣାସୀ-ବଦୋଦରା ମହାମନା ଏକ୍ସପ୍ରେସ ଚଳାଚଳର…

  ଭୁୁବନେଶ୍ୱର, - ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବାରଣାସୀ ଗସ୍ତ ଅବସରରେ ଏକ ହସ୍ତଶିଳ୍ପ ବିପଣନ କେନ୍ଦ୍ର-ଦୀନଦୟାଲ ହସ୍ତକଳା ସଙ୍କୁଳକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି । ପ୍ରଧାନମନ୍ତ୍ରୀ ନଭେମ୍ବର ୨୦୧୪ରେ ଏହି କେନ୍ଦ୍ର ପାଇଁ ଆଧାରଶିଳା ରଖିଥିଲେ । ଉଦ୍ଘାଟନ ପରେ…

ପ୍ରତାପଙ୍କ ନାଲିଆଖି ପରେ ବନ୍ଦ ହେଲା ରୋଗୀଙ୍କୁ ‘ନଟ୍ ଫରସେଲ’ ମେଡିସିନ୍ ବିକ୍ରି ଆ·ର୍ଯ୍ୟ ହରିହର ହରିହର କର୍କଟ…

ନୂଆଦିଲ୍ଲୀ  : ନଟ ଫର୍ ସେଲ୍ ବୋଲି ଉଦ୍ଧିଷ୍ଟ ହୋଇଥିବା ମେଡିସିନ ରୋଗୀଙ୍କୁ ବିକ୍ରୀ କରାଯାଇପାରିବ ନାହିଁ ବୋଲି ସରକାରଙ୍କ ଦ୍ୱାରା ପରିଚାଳିତ ଆଚାର୍ଯ୍ୟହରିହର ଆଚଳିକ କର୍କଟ କେନ୍ଦ୍ର ପକ୍ଷରୁ ସ୍ପଷ୍ଟ କରିଦିଆଯାଇଛି  । ନଟ୍ ଫର ସେଲ ମେଡିସିନ୍ ଗୁଡିକ୍ ବିକ୍ରୀ ହେଉଛି ବୋଲି ଅଭିଯୋଗ ହେବା…