ଅଙ୍ଗନବାଡି କେନ୍ଦ୍ରରୁ ତାଲା ଭାଙ୍ଗି ଚୋରି
ପଦ୍ମପୁର(ନୀଳ ଦୀପ ) - ପଦ୍ମପୁର ବିଜ୍ଞାପିତ ଅଂଚଳ ପରିଷଦ ଅନ୍ତର୍ଗତ ୱାର୍ଡ ନଂ -୪ର ଅଙ୍ଗନବାଡି କେନ୍ଦ୍ରରୁ ଗତ ରବିବାର ରାତ୍ରି ସମୟରେ ଦୃବୁର୍ତମାନେ ତାଲା ଭାଙ୍ଗି ଭିତରେ ଥିବା ଜିନିଷପତ୍ର ଚୋରି କରି ନେଇଥିବା ଅଭିଯୋଗ ହୋଇଛି । ଏ ନେଇ ଆଙ୍ଗନବାଡି କର୍ମୀ ଗୀତା ବହିଦାର ସୋମବାର ଦିନ…