ଡବଲ ଇଞ୍ଜିନ ସରକାର ନୁହେଁ, ଏହା ଦୋମୁହାଁ ସରକାର
ରାତି ଅଧରେ ବିଧାନସଭା ଅଧିବେଶନ ବାତିଲ ନିଷ୍ପତ୍ତିର ପ୍ରତିବାଦ
ବିଜୁ ବାବୁଙ୍କୁ ଅପମାନସୂଚକ ମନ୍ତବ୍ୟର ନିନ୍ଦା ପ୍ରସ୍ତାବ ଉପରେ ଆଲୋଚନା କରିବାକୁ ଚାହୁଁନାହାନ୍ତି ରାଜ୍ୟ ସରକାର: ବିଜେଡି
ବିଜୁ ବାବୁଙ୍କ ପ୍ରସଙ୍ଗରେ ରାଜ୍ୟ ବିଜେପି ଓ କେନ୍ଦ୍ର ବିଜେପି ନେତୃତ୍ୱଙ୍କ ନିରବତା…