ନାରୀ ଗାଁ ଚନ୍ଦନ ଶ୍ରୀକ୍ଷେତ୍ରରେ ବାହୁଡା ଯାତ୍ରା ।
ଯାଜପୁର,(ଜୟଶଙ୍କର ଦାଶ) : ପାରମ୍ପରିକ ରୀତି ନିତି ଅନୁସାରେ ନାରୀ ଗାଁ ସ୍ଥିତ ଚନ୍ଦନ ଶ୍ରୀକ୍ଷେତ୍ରର ଜଗନ୍ନାଥ ମହାପ୍ରଭୁଙ୍କର ବାହୁଡା ଯାତ୍ର ରବିବାର ଆନନ୍ଦ ଊଲ୍ଲାସ ମଧ୍ୟରେ ସଂପନ୍ନ ହୋଇଚ୍ଥି । ଜନଗହଳି ମଧ୍ୟରେ ୭ ଦିନ ଧରି ଜନ୍ମ ବେଦୀରେ ଚତୁର୍ଦ୍ଧା ମୂର୍ତ୍ତି ମାନେ ରହିବା ପରେ…