ସ୍ୱତନ୍ତ୍ର ଉନ୍ନୟନ ପରିଷଦରେ ୪ଜଣ ଅଧ୍ୟକ୍ଷଙ୍କୁ ନିଯୁକ୍ତି ଡ଼କ୍ଟର ଦେବାଶିଷଙ୍କୁ ଗୁରୁତ୍ୱପୂର୍ଣ୍ଣ : ମୟୁରଭଞ୍ଜ…
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ୪ଜଣଙ୍କୁ ସ୍ୱତନ୍ତ୍ର ଉନ୍ନୟନ ପରିଷଦରେ ନିଯୁକ୍ତି ଦେଇଛନ୍ତି । ଏହି କ୍ରମରେ ଗଜପତି ଜିଲ୍ଲା ପାଇଁ ଅନ୍ତର୍ଯ୍ୟାମୀ ଗମାଙ୍ଗ, ସୁନ୍ଦରଗଡ ପାଇଁ ସନ୍ତୋଷ ଅମାତ, ରାୟଗଡା ପାଇଁ ଜଗନ୍ନାଥ ନନ୍ଦରୁକା ଓ ମୟୁରଭଞ୍ଜ ପାଇଁ ଡାକ୍ତର…