ବୋଇତ ବନ୍ଦାଣ ସାଙ୍ଗକୁ ସାମୂହିକ ପ୍ରସାଦ ସେବନ
ବାଲେଶ୍ୱର,କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ସମଗ୍ର ରାଜ୍ୟରେ ବୋଇତ ବନ୍ଦାଣ ତଥା ଡଙ୍ଗା ଭସାଣ କାର୍ଯ୍ୟକ୍ରମ ସାଙ୍ଗକୁ ପୂଜାର୍ଚ୍ଚନା ଓ ଦାନଧର୍ମ କରାଯାଇଥିବା ବେଳେ ବାଲେଶ୍ୱରରେ ମଧ୍ୟ ଏହାର ପ୍ରତିଫଳନ ଦେଖାଯାଇଛି । ସହରର ହେମକପଦା ମଣ୍ଡଳବଗିଚା ଠାରେ ଏକ ବିଶାଳ ପୋ୍ଖରୀରେ ଭୋର ୪ଟାରୁ…