ତିନି ମାସିଆ ପ୍ୟାକ ରିଚାର୍ଜ କରି ଗ୍ରାହକ ଭକୁଆ
ହରଭଙ୍ଗା ବ୍ଲକରେ ସେଲଫୋନ ଓ ଇଣ୍ଟରନେଟ ସେବା ବିପର୍ଯ୍ୟସ୍ତ
ବୌଦ୍ଧ (ସିମୁନ୍ ନାଏକ) ; ସମ୍ପ୍ରତି ଦେଶର କୋଣ ଅନୁକୋଣରେ ରହୁଥିବା ଲୋକଙ୍କ ପାଇଁ ଦୈନଦିନ ଜୀବନରେ ଯୋଗାଯୋଗ ଓ ସୂଚନା ଆଦାନ ପ୍ରଦାନ ପାଇଁ ମୋବାଇଲ ଓ ଇଣ୍ଟରନେଟ ସେବା ଏକ ଅତ୍ୟାବଶ୍ୟକ ସେବା ପାଲଟି ଯାଇଛି । ଏହି ସେବା ପ୍ରତି…