ରାଜଭବନରେ ବିରଳ ମୁଦ୍ରା ପ୍ରଦର୍ଶନୀ

0

04-08-18-RAJBHAWAN-raj-bhaw.jpg - 105.43 kB

ଭୁବନେଶ୍ୱର(ଶାପ୍ରବ୍ୟୁ) ଆଜି ରାଜଭବନରେ ମୁଦ୍ରା ସଂଗ୍ରାହକ କଏନ୍ ମାଷ୍ଟର ଦେବୀ ପ୍ରସାଦ ମଙ୍ଗରାଜଙ୍କ ଦ୍ୱାରା ଏକ ମୁଦ୍ରା ପ୍ରଦର୍ଶନୀକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ବୁଲି ଦେଖିଥିଲେ |  ଏହି ପ୍ରଦର୍ଶନୀରେ ଅନେକ ପ୍ରାଚୀନ ଓ ବିରଳ ମୁଦ୍ରା ପ୍ରଦର୍ଶିତ ହୋଇଥିଲାା ରାଜ୍ୟପାଳ ପ୍ରଫେସର ଲାଲ ବିଭିନ୍ନ ମୁଦ୍ରା ସଂପର୍କରେ ପଚାରି ବୁଝିଥିଲୋ  କଏନ୍ ମାଷ୍ଟର ଶ୍ରୀ ମଙ୍ଗରାଜ ରାଜ୍ୟପାଳଙ୍କୁ ମୁଦ୍ରା ସଂଗ୍ରହ ସଂପର୍କିତ ନିଜର ଅନୁଭୂତି ଓ ଉପଲବ୍ଧି ବର୍ଣ୍ଣନା କରିବା ସହ ବିଭିନ୍ନ ମୁଦ୍ରାର ଇତିହାସ ଓ ଐତିହ୍ୟ ସଂପର୍କରେ ସୂଚନା ଦେଇଥିଲୋ ରାଜ୍ୟପାଳ ଶ୍ରୀ ମଙ୍ଗରାଜଙ୍କ ପ୍ରୟାସର ଭୂୟସୀ ପ୍ରଂଶସା କରିବା ସହ ତାଙ୍କର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲୋ ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ ମଧୁସୂଦନ ପାଢ଼ୀ, ବ୍ୟକ୍ତିଗତ ସଚିବ ହିମାଂଶୁ ନାରାୟଣ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲୋ 

 

Leave A Reply

Your email address will not be published.