ଜିଲ୍ଲା କ୍ରୀଡା ସଂସଦର ବାର୍ଷିକ ବୈଠକ, ସାହାଣୀ କପ ଚାମ୍ପିୟନ ବଲାଙ୍ଗିର ଫୁଟବଲ ଦଳକୁ ସମ୍ବର୍ଦ୍ଧନା
ସମ୍ମାନିତ ହୋଇଥିବା ଖେଳାଳି ଓ ଅଫିସିଆଲ ମାନେ ହେଲେ ଅଭିମନ୍ୟୁ ପାଣ୍ଡେ - ଅଧିନାୟକ, ଜିତୁ କୁମାର ଦଲାଇ - ଉପ ଅଧିନାୟକ,ଦାମ କବାଟ,ଦେବବ୍ରତ ଦୀପ, ଦେବାର୍ଚ୍ଚନ ବାଗ, ଦେବରାଜ ସା, ଡୋଲାମଣି ମହାକୁର, କିଶୋର ଚନ୍ଦ୍ର ନାଗ, କୁଶ ଜାନୀ, ଲିଙ୍ଗରାଜ ଭୂଏ ,ମେହେତାଜ ମହମ୍ମଦ, ମିଥୁନ ନାଏକ,…