ପଦ୍ମପୁର ସହରରେ NIKON କର୍ମଶାଳା ଅନୁଷ୍ଠିତ ।

0

04-08-18-nikan.jpg - 82.22 kB

ପଦ୍ମପୁର-ପଦ୍ମପୁର ସହରସ୍ଥିତ ହୋଟେଲ ସୀତାରାମ ଇନଠାରେ ରବିବାର ଦିନ ରାଜବୋରାସମ୍ବର  ଫଟୋଗ୍ରାଫିର ସଭାପତି  ସୁବାଷ ଚୌପଦାର ଙ୍କ ଅଧ୍ୟକ୍ଷତାରେ NIKON କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାରେ କଲିକତା ରୁ ଆଶିଥିବା ପ୍ରଶିକ୍ଷକ  ବିବେକ ଜେ ପ୍ରସାଦ ପଦ୍ମପୁର ଅଞ୍ଚଳର ସମସ୍ତ ଫଟୋଗ୍ରାଫର ମାନଙ୍କୁ ଫଟୋଗ୍ରାଫି ବିଷୟରେ ପ୍ରଶିକ୍ଷଣ ଦେଇଥିଲେ । ଏହି କାର୍ଯ୍ୟକ୍ରମ କୁ ବୋରାସମ୍ବର ଫଟୋଗ୍ରାଫିର ସମ୍ପାଦକ ତ୍ରିବିକ୍ରମ ପ୍ରଧାନ ଓ କୋଷାଧ୍ୟକ୍ଷ  ଭରତ ସାହୁ ପରିଚାଳନା ରେ ସହଯୋଗ କରିଥିଲେ ।

Leave A Reply

Your email address will not be published.