ବାଲ୍ୟ ବିବାହ ରୋକିବା ପାଇଁ ଆଇନସ୍ଵ କଡାକଡି କରାଯାଉ : ଜିଲ୍ଲାପାଳ 

ବାଲ୍ୟ ବିବାହ ନିଷେଧ ସମ୍ପର୍କିତ କର୍ମଶାଳା    ବାଲେଶ୍ୱର/ UJJWAL KAR : ବାଲେଶ୍ୱର ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ସମିତି ତଥା ଓଡିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗର ମିଳିତ ଆନୁକୂଲ୍ୟରେ ‘ବାଲ୍ୟବିବାହ ନିରୋଧ…

ଲୋକଙ୍କ ଲଢ଼େଇକୁ ଅଧିକ ପ୍ରଭାବୀ କରିବାକୁ କଂଗ୍ରେସର  ଉଦ୍ୟମ 

ରିସର୍ଚ୍ଚ କଂଗ୍ରେସ ବୈଠକ ଅନୁଷ୍ଠିତ, ଯୋଗଦେଲେ ଡ଼ଃ ହର୍ଷବର୍ଦ୍ଧନ ଶ୍ୟାମ ଭୁବନେଶ୍ୱର:ରାଜ୍ୟରେ ଦେଖାଦେଉଥିବା ବିଭିନ୍ନ ସମସ୍ୟା ଓ ଦେଶର ସାମ୍ପ୍ରତିକ ପ୍ରସଙ୍ଗ ଉପରେ ଅତ୍ୟଧିକ ବିଶ୍ଳେଷଣ ଓ  ଅନୁଧ୍ୟାନ କରିବିଭିନ୍ନ ପ୍ରସଙ୍ଗରେ ଲୋକଙ୍କୁ ଠିକଣା ତଥ୍ୟ ସମ୍ବଳିତ ସୂଚନା ପହଞ୍ଚି ପାରିବ ଓ…

ଛାତ୍ରଛାତ୍ରୀମାନଙ୍କୁ କେବଳ ପୁସ୍ତକ ଏବଂ କ୍ଲାସ ରୁମ ମଧ୍ୟରେ ସୀମିତ ରଖିବା ଉଚିତ୍ ନୁହେଁ: ପ୍ରଣବ ମୁଖାର୍ଜୀ

ସୋଆର ୫ମ ସମାବର୍ତନ : ମୌଳିକ ଗବେଷଣା ଉପରେ ଗୁରୁତ୍ୱ ଆରୋପ ଭୁବନେଶ୍ୱରରେ  ନଭେମ୍ବର ୨୨ : ଭାରତ ଉଚ୍ଚ ଶିକ୍ଷା କ୍ଷେତ୍ରରେ ମୌଳିକ ଗବେଷଣା ଉପରେ ଗୁରୁତ୍ୱ ଆରୋପ ନକଲେ ବିଶ୍ୱର ଅନ୍ୟାନ୍ୟ ଉନ୍ନତ ଦେଶ ସହିତ ସମକକ୍ଷ ହୋଇ ପାରିବ ନାହିଁ ବୋଲି ପୂର୍ବତନ ରାଷ୍ଟ୍ରପତି ଶ୍ରୀ ପ୍ରଣବ ମୁଖାର୍ଜୀ…

କେନ୍ଦ୍ର ସରକାର ଚାଷୀମାନଙ୍କର ହାତ ଛାଡ଼ିଦେଇଛନ୍ତି,  ମୋଦି ସରକାରଙ୍କ ବିମୁଖତା ଓ ନିଷ୍ଠୁର  ଆଚରଣକୁ ବରଦାସ୍ତ…

 ଓଡ଼ିଶାର ଦାବି ଉପରେ ଉତ୍ତର ରଖିଛି କେନ୍ଦ୍ର : ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଯାହା କେନ୍ଦ୍ର ସରକାର ୨୦୧୭-୧୮ ବର୍ଷ ପାଇଁ ନିର୍ଦ୍ଧାରଣ କରିଛନ୍ତି, ତାହା ଯଥେଷ୍ଟ ଓ ଯଥାର୍ଥ । ମନ୍ତ୍ରାଳୟ ଆହୁରି ନିର୍ମମ ଭାଷାରେ ଜଣାଇଛି ଯେ ଯଦି ଏହି ମୂଲ୍ୟ ଚାଷୀଙ୍କୁ ପୋଷାଉନାହିଁ, ତେବେ ଚାଷୀମାନେ…

ଚୋର ମା କାନ୍ଦେନି, ଯଦି କାନ୍ଦେ ଦୁଆର ଦେଇ କାନ୍ଦେ

  ଉପବାଚସ୍ପତି ପଦବୀକୁ ନେଇ ଲାଭ କ୍ଷତିର ଅଙ୍କ କସୁଛନ୍ତି ସାନନ୍ଦଙ୍କ ସମର୍ଥକ  ଏଣେ ନୀଳକଣ୍ଠ ସାଜି ନିର୍ବିକାର ସାନନ୍ଦ  ବାରିପଦା/ dillip mohanty -କଥାରେ ଅଛି, ଚୋର ମା କାନ୍ଦେନି, ଯଦି କାନ୍ଦେ ଦୁଆର ଦେଇ କାନ୍ଦେ । ଆଉ ଏବେ ସେମିତି ପରିସ୍ଥିତି ସୃଷ୍ଟି ହୋଇଛି ମୟୁରଭଞ୍ଜ ଜିଲ୍ଲାର…

ଉଚ୍ଚ ଶିକ୍ଷା ବିଭାଗ : ଉଦ୍ୟମ ପ୍ରଶଂସନୀୟ, ହେଲେ କାମ ଖଣ୍ଡିଆ 

ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗର ଅନଲାଇନ ଆବେଦନ ନିଷ୍ପତ୍ତି ସ୍ୱାଗତଯୋଗ୍ୟ ହେଲେ ଏଚ.ପି.ସି. ରେଜିଷ୍ଟ୍ରେସନ  ୱେବସାଇଟ କାମ କରୁନାହିଁ । ବାରିପଦାରୁ ଦିଲ୍ଲୀପ ମହାନ୍ତି  - ଉଚ୍ଚ ଶିକ୍ଷା ବିଭାଗ ଚଳିତ ବର୍ଷ ଠାରୁ ନୂତନ ବିଷୟ ଖୋଲିବା, ସ୍ଥାନ ବୃଦ୍ଧି କରିବା, ରେକଗ୍ନିସନ ପାଇଁ ଅନଲାଇନ…

ଉଦ୍ୟମ ଭଲ, ହେଲେ କାମ ଖଣ୍ଡିଆ 

ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗର ଅନଲାଇନ ଆବେଦନ ନିଷ୍ପତ୍ତି ସ୍ୱାଗତଯୋଗ୍ୟ ହେଲେ ଏଚ.ପି.ସି. ରେଜିଷ୍ଟ୍ରେସନ  ୱେବସାଇଟ କାମ କରୁନାହିଁ ।   ବାରିପଦାରୁ ଦିଲ୍ଲୀପ ମହାନ୍ତି  - ଉଚ୍ଚ ଶିକ୍ଷା ବିଭାଗ ଚଳିତ ବର୍ଷ ଠାରୁ ନୂତନ ବିଷୟ ଖୋଲିବା, ସ୍ଥାନ ବୃଦ୍ଧି କରିବା, ରେକଗ୍ନିସନ ପାଇଁ ଅନଲାଇନ…

ଦମ‏ ଦେଖାଇଲେ ବାପି ସରଖେଲ 

ଇନ୍ଦିରା ଜ୍ୟୋତି  ଯାତ୍ରା ସମାପନ ଉତ୍ସବ  ମହାଆଡମ୍ବରରେ ପାଳିତ ଲୌହ ମାନବୀଙ୍କୁ ଆଜି ବି ଝୁରୁଛି ଏ ଦେଶ : ପ୍ରସାଦ   ପାରାଦୀପ : ପାରାଦୀପ ସହରରେ ନଭେମ୍ବର ୨୦ରେ କଂଗେସ ଦଳ ପକ୍ଷରୁ ଇନ୍ଦିରା ଗାନ୍ଧୀ ଜନ୍ମ ଶତବାର୍ଷିକ ପାଳନ ଅବସରରେ ଇନ୍ଦିରା ଜ୍ୟୋତି ସମାପନ ସମାରୋହ ଉତ୍ସବ …

ଡିସେମ୍ବର ୨୭ରେ ପ୍ରାଥମିକ ଶିକ୍ଷକମାନଙ୍କର ଦରମା ସଂକ୍ରାନ୍ତୀୟ ଚୂଡାନ୍ତ ନିଷ୍ପତ୍ତି 

ନୂତନ ପେନ୍ସନ୍ ଯୋଜନାଭୁକ୍ତ ପ୍ରାଥମିକ ଶିକ୍ଷକ ସଂଘ-ଗଣଶିକ୍ଷା ମନ୍ତ୍ରୀଙ୍କ ମଧ୍ୟରେ ବୈଠକ  ଭୁବନେଶ୍ୱର : ଆଜି ନୂତନ ପେନ୍ସନ୍ ଯୋଜନାଭୁକ୍ତ ପ୍ରାଥମିକ ଶିକ୍ଷକ ସଂଘର ଏକ ପ୍ରତିନିଧି ଦଳ ସଭାପତି ରାଜେଶ ମହାନ୍ତିଙ୍କ ନେତୃତ୍ୱରେ ମାନ୍ୟବର ଗଣଶିକ୍ଷାମନ୍ତ୍ରୀ ବଦ୍ରିନାରାୟଣ ପାତ୍ରଙ୍କ…

ବଳପୂର୍ବକ ଦୁଷ୍କର୍ମ ମାମଲା : ଅଭିଯୁକ୍ତ ପୁତୁରାକୁ ଜେଲ ଓ ଜୋରିମାନା

  ବାରିପଦା/ dillip mohanty ‏- ଶଶୁର ଘରୁ ବାପ ଘରକୁ ଛାଡ଼ିବାକୁ ସାଇକେଲରେ ନେଇ ଯାଉଥିବା ବେଳେ ନିଛାଟିଆ ରାସ୍ତାରେ ଖୁଡ଼ି ସହିତ ବଳପୂର୍ବକ ଦୁଷ୍କର୍ମ ମାମଲାର ବିଚାର କରି ଅଭିଯୁକ୍ତ ପୁତୁରା ବାରିପଦା ସଦର ଥାନା ଅନ୍ତର୍ଗତ ଶଙ୍ଖାଭଙ୍ଗା ଗ୍ରାମର ନାଗା ଓରଫ ବୁଦ୍ଧରାୟ ମାର୍ଣ୍ଡିକୁ ଜେଲ…