ବିଧାୟକ ଆୟୁବ ଖାଁ  ଜାବୁଡ଼ା ମାରିଲେ 

0

 

 କଣ୍ଟାବାଞ୍ଜି : କଣ୍ଟାବାଞ୍ଜି ବିଧାୟକ ଆୟୁବ ଖାନଙ୍କ ନିକଟକୁ ଅଭିଯୋଗ କରିବାକୁ ଆସିଥିବା ଜଣେ ଯୁବକଙ୍କୁ ସେ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ ତୁରେଇକେଲା ବ୍ଲକ କୁଇବାହାଲ ଗ୍ରାମର ସୁବାସ ପୁଟେଲ ନାମକ ଜଣେ ଯୁବକ ବିଧାୟକ ଆୟୁବ ଖାନଙ୍କ ପାଖକୁ କୌଣସି ଏକ ଘଟଣାକୁ ନେଇ ଅଭିଯୋଗ କରିବାକୁ ଆସିଥିଲେ । ତେବେ ଅଭିଯୋଗ ଶୁଣିବା ପ୍ରତିବଦଳରେ ବିଧାୟକ ତାଙ୍କୁ ମାଡ଼ ମାରିଥିବା ସୁବାସ ଅଭିଯୋଗ କରିଛନ୍ତି । ଏନେଇ ସୁବାସ ବିଧାୟକଙ୍କ ବିରୋଧରେ ଥାନାରେ ଏତଲାଦେଇଛନ୍ତି । ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ଗ୍ରାମବାସୀ ଥାନା ଘେରାଉ କରିଥିବା ଜଣାଯାଇ

Leave A Reply

Your email address will not be published.