ବାଜିମାରିନେଲା ବିଜେପି 

  ଗୁଜୁରାଟରେ ଜାରି, ହିମାଚଳରେ କଂଗ୍ରେସ ଉପରେ ଭାରି  ନୂଆଦିଲ୍ଲୀ: ଗୁଜରାଟ ଓ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟିକୁ ବିପୁଳ ସମର୍ଥନ ମିଳିଛି । ସବୁ ଆଶଙ୍କାରେ ପୂର୍ଣ୍ଣଚ୍ଛେଦ ପକାଇ ବିଜେପି ଦଖଲ କରିଛି ଗାଦି  । ଗୁଜୁରାଟରେ ତାହାର ଲୋକପ୍ରିୟତାକୁ…

ଚଳିତ ୧୯ ରୁ ୨୨ ତାରିଖ ପର୍ଯ୍ୟନ୍ତ  ‘ହିନ୍ଦୁ ଆଧ୍ୟାତ୍ମିକ ସେବା ମେଳା’

ଭାରତୀୟ ସଂସ୍କୃତି ଓ ଆଧ୍ୟାତ୍ମିକତାଠୁ ଦୂରେଇଯାଉଥିବା ଯୁବପୀଢ଼ିକୁ ଆମ ପରମ୍ପରା ପ୍ରତି ଆକୃଷ୍ଟ କରିବା ମେଳାର ଉଦ୍ଦେଶ୍ୟ : ମୁରଲୀ ଶର୍ମା ଏଥର ପ୍ରଦର୍ଶନୀ  ପଡିଆରେ, ଲାଗିବ ୧୫୦ ରୁ ଅଧିକ ଷ୍ଟଲ ‘ଦ୍ୱିତୀୟ ଭଏସ୍ ଅଫ୍ ୟୁନିଟ୍’ କାର୍ଯ୍ୟକ୍ରମର ସଫଳତା ପାଇଁ ଜଣାଇଲେ କୃତଜ୍ଞତା  Manasi…

ଗଜପତି ଉତ୍ସବ ଉଦଯାପିତ

  Gajapati/Balakrisna Panigrahi :  ପାଞ୍ଚ ଦିନ ଧରି  ଗଜପତି ଷ୍ଟାଡିୟମର  ମୁକ୍ତାକାଶ ମଞ୍ଚରେ ଚାଲିଥିବା ଗଜପତି ଉତ୍ସବ ଶୁକ୍ରବାର ଦିନ ଗଜପତି ଉତ୍ସବ ଉଦଯାପିତ ହୋଇଯାଇଛି। ଉଯାପନୀ ରଜନୀ ଅତିଥି ଭାବେ ଦକ୍ଷିଣାଞ୍ଚଳ ରାଜସ୍ବ କମିଶନ ଟି. ଆପାଙ୍ଗ  ଆଓ  ,ଦକ୍ଷିଣାଞ୍ଚଳ ପୋଲିସ ଆଇଜି…

ମୁଖ୍ୟମନ୍ତ୍ରୀ ଅଧ୍ୟକ୍ଷ ଥାଇ ବୈଠକ ବସୁନାହି, ସେ କମିଟି ଥାଇ କେତେ ନଥାଇ କେତେ !!!!!!!

 ଭୁବନେଶ୍ୱର(ଚକ୍ରଧର ମାଝି):ମାନ୍ୟବର ମୁଖ୍ୟମନ୍ତ୍ରୀ ଅଧ୍ୟକ୍ଷ ଥିବା ବିଭିନ୍ନ ସଂସ୍ଥାର ବୈଠକ କେତେ ସମୟ ଅନ୍ତରରେ ବସୁଛି ବୋଲି ପଚରାଯାଇଥିଲା | ଆଉ ଯେଉଁ ତଥ୍ୟ ମିଳିଥିଲା ତାହା ଅତ୍ୟନ୍ତ ନିରାଶାଜନକ | କେବଳ ଯୋଜନା ବୋର୍ଡକୁ ଛାଡିଦେଲେ ଆଉ ଅନ୍ୟ ସଂସ୍ଥା ଗୁଡିକର ବୈଠକ ପ୍ରାୟତଃ ବାସିନୀ…

ଚାଷ ଓ ଚାଷୀର ଭାଗ୍ୟ ସହ ଖେଳୁଛନ୍ତି ରାଜ୍ୟ ଓ କେନ୍ଦ୍ର ସରକାର

ଚାଷୀ ଓ ଭାଗଚାଷୀଙ୍କୁ କ୍ଷତିପୂରଣ ମିଳିବ କି ନାହିଁ ସେ ନେଇ ପ୍ରଶ୍ନବାଚୀ ଉତ୍ପାଦନ ମୂଲ୍ୟର ଦେଢଗୁଣ ସହାୟକ ମୂଲ୍ୟ ଦେବାକୁ ପ୍ରଧାନମନ୍ତ୍ରୀଙ୍କ  ଘୋଷଣା ଗଲା କୁଆଡେ  ମୁଖ୍ୟମନ୍ତ୍ରୀଙ୍କ ଘୋଷିତ  ଶହେ ଟଙ୍କା ବୋନସ୍  ଗଲା କୁଆଡେ  କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅପାରଗତାରୁ ବୀମାଭୁକ୍ତ…

ରାଜ୍ୟରେ ୭,୩୩୨ ଅପହଞ୍ଚ ଗାଁ : ରାସ୍ତା ନଥିବାରୁ ଲୋକେ ଆମ୍ବୁଲାନ୍ସ ସେବାରୁ ବଞ୍ଚିତ

  ଭୁବନେଶ୍ୱରରୁ ଚକ୍ରଧର ମାଝି: ଓଡ଼ିଶାରେ ଏବେ ବି ୭,୩୩୨ ଗାଁକୁ ଠିକଣା ସଡ଼କ ଯୋଗାଯୋଗ ନ ଥିବାରୁ ସେଠାରୁ ରୋଗୀଙ୍କୁ ଆଣିବା ଲାଗି ଆମ୍ବୁଲାନ୍ସ ଯାଇପାରୁନାହିଁ  । ତେଣୁ ଏଠାରୁ ଗର୍ଭବତୀ ମହିଳାମାନଙ୍କୁ ଡାକ୍ତରଖାନାରେ ପ୍ରସବ ପାଇଁ ଆଣିବା ଲାଗି ଜଣ ପିଛା ହଜାରେ ଟଙ୍କା କରି ଆର୍ଥିକ …

ରାଜ୍ୟରେ ଚାଷୀଙ୍କ ସ୍ଥିତି ଦୟନୀୟ

ନିରୋଳା ଚାଷରୁ ଓଡ଼ିଶା ଚାଷୀ ପରିବାରର ମାସିକ ହାରାହାରି ଆୟ ମାତ୍ର ୧୪୦୭ ଟଙ୍କା ଅନ୍ୟାନ୍ୟ ରୋଜଗାରକୁ ମିଶାଇଲେ ଚାଷୀ ପରିବାରଙ୍କ ମାସିକ ହାରାହାରି ଆୟ ୪୯୭୬ ଟଙ୍କା  ଭୁବନେଶ୍ୱର, ୧୪ା୧୨: ନିରୋଳା ଚାଷରୁ ଓଡ଼ିଶାରେ ଚାଷୀ ପରିବାରଙ୍କ ମାସିକ ହାରାହାରି ଆୟ ମାତ୍ର ୧୪୦୭ ଟଙ୍କା ।…

ସରକାର ରସଗୋଲା ପାଇଁ ଆହୁରି ତଥ୍ୟ ପ୍ରମାଣ ସଂଗ୍ରହ କରୁଛନ୍ତି

ଓଡ଼ିଶାରେ ଉତ୍ପାଦିତ ୧୫ଟି ସାମଗ୍ରୀକୁ ଏଯାବତ୍ ଜିଆଇ ମାନ୍ୟତା ମିଳିଛି ଭୁବନେଶ୍ୱର(ଚକ୍ରଧର ମାଝି ): ଓଡ଼ିଶାରେ ଉତ୍ପାଦିତ ୧୫ଟି ସାମଗ୍ରୀକୁ ଏଯାବତ୍ ଜିଆଇ ମାନ୍ୟତା ମିଳିଛି । ୨୦୧୫ରୁ ପଶ୍ଚିମବଙ୍ଗ ରସଗୋଲା ପାଇଁ ଆବେଦନ କରି ଗତ ନଭେମ୍ବର ୧୪ ତାରିଖରେ ଜିଆଇ ମାନ୍ୟତା ହାସଲ କରିଥିବା ବେଳେ…

ପିଲାମାନଙ୍କ ସୃଜନଶୀଳତା ଓ ନୈତିକତା ବିକାଶ ପାଇଁ କାମ କରୁଛି ଆଇଏମସିଟି

ଆଇଏମସିଟି, ଓଡିଶା ଦ୍ୱାରା ଅନୁଷ୍ଠିତ ଚୁଡାନ୍ତ ପ୍ରତିଯୋଗୀତା ସମାହୀତ   ଭୁବନେଶ୍ୱର  : ମାସାଧିକ କାଳରୁ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରାଛାତ୍ରୀଙ୍କ ମଧ୍ୟରେ ‘ଇନିସିଏଟିଭ୍ ଫର୍ ମୋରାଲ୍ ଏଣ୍ଡ୍ କଲଚରାଲ୍ ଟ୍ରେନିଂ ଫାଉଣ୍ଡେସନ୍, ଓଡିଶା’ ଆନୁକୁଲ୍ୟରେ ଚାଲିଆସୁଥିବା ବିଭିନ୍ନ…

କୁନୀ ବୈଜ୍ଞାନିକମାନଙ୍କ ଭିତରେ ଦେଶ, ଜାତିକୁ ଗୌରବାନ୍ନିତ କରିବାର ଦକ୍ଷତା ରହିଛି

  ଜିଲ୍ଲାସ୍ତରୀୟ ବିଜ୍ଞାନ, ଗଣିତ ଓ ପରିବେଶ ପ୍ରଦର୍ଶନୀ  ବାରିପଦାରୁ ଦିଲ୍ଲୀପ ମହାନ୍ତି - ମୟୂରଭଞ୍ଜ ଜିଲାର ମୋରଡ଼ା ବ୍ଲକ ଅଧୀନରେ ଥିବା ସୁରେଇଡ଼ିହି ଶ୍ରୀରାମଜୀ ନୋଡ଼ାଲ ଉଚ୍ଚ ବିଦ୍ୟାଳୟ ପରିସରରେ ଜିଲା ଶିକ୍ଷାଧିକାରୀ ଫୁଲମଣି ମୁର୍ମୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜିଲାସ୍ତରୀୟ…