ଭାରତୀୟ ବଜାରରେ ରୁଷିଆ ନିବେଶକମାନଙ୍କୁ ସୁଯୋଗ ଦେବ ସବରବ୍ୟାଙ୍କ–ଏନଏସଇ ଅଭିଯାନ
ଭୁବନେଶ୍ୱର: ରୁଷିଆର ସବୁଠାରୁ ବଡ଼ ବ୍ୟାଙ୍କ, ସବରବ୍ୟାଙ୍କ ଓ ଜେଏସସି ଫାର୍ଷ୍ଟ ଆସେଟ ମ୍ୟାନେଜମେଂଟ ମିଳିତ ଭାବେ ଏକ ନୂଆ ମ୍ୟୁଚୁଆଲ ଫଣ୍ଡ ଆରମ୍ଭ କରିଛନ୍ତି ଯାହାର ନାମ ହେଉଛି “ଫାର୍ଷ୍ଟ–ଇଣ୍ଡିଆ”। ଏହି ଫଣ୍ଡ ରୁଷିଆର ସାଧାରଣ ନିବେଶକମାନଙ୍କୁ ଭାରତର ଷ୍ଟକ ବଜାରରେ ନିବେଶ କରିବାର ସୁଯୋଗ…