ମୁଣ୍ଡ ଗୁଞ୍ଜିବାକୁ ରାହା ଖୋଜୁଛି ବାପା, ମାଁ ଛେଉଁଣ୍ଡ ଲୋମଶ କନ୍ୟା ରେବତୀ
ବାଚସ୍ପତିଙ୍କ ସୁପାରିସ୍ ର ୧୧ ମାସ ପରେ ବି ମିଳୁନି ଘର
ବୌଦ୍ଧ(ସିମୁନ୍ ନାଏକ) ; ଏକଦା ଗଣମାଧ୍ୟମ ଜରିଆରେ ଲୋକଲୋଚନକୁ ଆସି ନିଜର ଅସ୍ୱାଭାବିକ ଲୋମଶ ଚେହେରା ପାଇଁ ଓଡିଶାର ବିସ୍ମୟ ଲୋମଶ କନ୍ୟା ଭାବେ ସମଗ୍ର ଦେଶରେ ଚର୍ଚାର କେନ୍ଦ୍ରବିନ୍ଦୁ ପାଲଟି ଥିବା ରେବତୀ ଆଜି ଦୁର୍ଦ୍ଧିନରେ ପଡି…