‘ରାଜ୍ୟର ବିକାଶ ପାଇଁ ସଂକଳ୍ପବଦ୍ଧ ହେବାକୁ ଆହ୍ୱାନ’

  ବାଲେଶ୍ୱରରେ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ  ବାଲେଶ୍ୱରରୁ ଉଜ୍ଜ୍ୱଳ କର : ସହରର ରିଜର୍ଭ ପୁଲିସ ପଡ଼ିଆଠାରେ ୬୯ତମ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ସମାରୋହ ବେଶ୍ ଉତ୍ସାହ ଉଦ୍ଧୀପନାର ସହ ୨୬ ତାରିଖ ଦନ ପାଳିତ ହୋଇଯାଇଛି । ରାଜ୍ୟ କୃଷି ଓ ପଞ୍ଚାୟତରାଜ ବିଭାଗ ମନ୍ତ୍ରୀ ପ୍ରଦୀପ…

ଜାତିଆଣ ଭାବ, ଧର୍ମ ଓ ଧର୍ମ ଭିତରେ ତିକ୍ତକ୍ତା ଜାତୀୟ ସଂହତିର ବାଧକ : ମନ୍ତ୍ରୀ ବଦ୍ରିନାରାୟଣ

  ବାରିପଦାରୁ ଦିଲ୍ଲୀପ ମହାନ୍ତି : - ବ୍ୟକ୍ତିଗତ ସ୍ୱାର୍ଥ, ଜାତିଆଣ ଭାବ, ଧର୍ମ, ଧର୍ମ ଭିତରେ ତିକ୍ତତା, ଉଚ୍ଚନୀଚ ଭାଦଭାବ ଜାତୀୟ ସଂହତିର ବାଧା ପହଁଞ୍ଚାଇଥାଏ । ତେଣୁ ସମସ୍ତ ପ୍ରକାରର ସଂକୀର୍ଣ୍ଣତାକୁ ଜଳାଞ୍ଜଳୀ ଦେଇ ପରସ୍ପର ମଧ୍ୟରେ ଶ୍ରଦ୍ଧା, ସମ୍ମାନ, ସହନଶୀଳତା ଓ ଭାତୃତ୍ୱଭାବ ବଜାୟ…

ଜିଲାପାଳ ମୟୂରଭଞ୍ଜର  ବିକାଶ ଚାହୁଁଛନ୍ତି ନ ଆଉ କିଛି ! : ଅନେକ ପଦକ୍ଷେପ ଏବେ ଆଇନର କାଠଗଡାରେ 

ବିଧାୟକ ସାଂସଦଙ୍କ ଅହେତୁକ ଅସହାୟତାଯୁକ୍ତ ନୀରବତା  ବିଷୟକୁ ନେଇ ଚର୍ଚ୍ଚା    “ମାନନୀୟ ସାଂସଦ ସରୋଜିନୀ ହେମ୍ବ୍ରମ ମହୋଦୟା,  କଲେକ୍ଟର ମହୋଦୟଙ୍କୁ ଏହି ସିସି ରୋଡ ମେଟାଲିକ୍ ଦେଖାଯାଉଛି  । ଏହି ରାସ୍ତା ତିଆରି କରିବାର ଆବବଶ୍ୟକତା ନାହିଁ  । ତେଣୁ ଏହା ବଦଳରେ ଆପଣ ଆଉ କୌଣସି ପ୍ରକଳ୍ପ…

ପ୍ରଦେଶ କଂଗ୍ରେସ ସଂଖ୍ୟାଲଘୁ ବିଭାଗର ନୂତନ କର୍ମକର୍ତ୍ତା ନିଯୁକ୍ତ

  ଖୁବଶୀଘ୍ର ବ୍ଲକ ଓ ପଞ୍ଚାୟତ ସ୍ତରରେ କମିଟି ଗଠନ ହେବ ଏବଂ  ବସିବ କାର୍ଯ୍ୟକାରିଣୀ ବୈଠକ ଭୁବନେଶ୍ୱର- ଅଖିଳ ଭାରତ କଂଗ୍ରେସ କମିଟି ସଂଖ୍ୟାଲଘୁ ବିଭାଗ ଅଧ୍ୟକ୍ଷ  ଖୁର୍ସିଦ୍ ଅହମ୍ମଦ ସୟଦଙ୍କ ଅନୁମୋଦନ କ୍ରମେ ପ୍ରଦେଶ କଂଗ୍ରେସ କମିଟି ସଂଖ୍ୟାଲଘୁ ବିଭାଗ ଅଧ୍ୟକ୍ଷ ମହମ୍ମଦ ସାହାନୱାଜ,…

କମେନ୍ଟ ମରା଼କୁ ବିରୋଧ କରିବାରୁ ଅଧ୍ୟାପକ  ଉପରେ ଆକ୍ରମଣ 

  ବଲାଙ୍ଗୀରରୁ ନିରୋଜ ମିଶ୍ର : ଅଣଛାତ୍ରଙ୍କ ଦ୍ୱାରା ରାଜେନ୍ଦ୍ର କଲେଜ ଛାତ୍ରୀଙ୍କୁ କମେନ୍ଟ ମାରାକୁ ବିରୋଧ କରିବାରୁ  କଲେଜ ଅଧ୍ୟାପକ ରବୀନ୍ଦ୍ର ପାଣ୍ଡିଆଙ୍କ ଉପରେ ଆକ୍ରମଣ | ଶ୍ରୀ ପାଣ୍ଡିଆ ଘରକୁ ଫେରୁଥିବା ବେଳେ ଆଦର୍ଶନଗର ବ୍ରିଜ ଠାରେ ୪/୫ ଜଣ ଅଣଛାତ୍ରମାନେ ଅଭେଞ୍ଜର ଗାଡ଼ିରେ ଆସି …

ଦୃଢ ଗଣତନ୍ତ୍ରରେ ମତଦାତାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ :  ଜିଲ୍ଲାପାଳ

  ଯାଜପୁର/Jayshankar Dash: ଦୃଢ ଓ ପ୍ରଗତିଶୀଳ ଗଣତନ୍ତ୍ର ପାଇଁ ସମସ୍ତ ଭୋଟରଙ୍କ ମତଦାନ ଅତ୍ୟନ୍ତ ଜରୁରୀ ।  ତେଣୁ ନିଜ ସାମ୍ୱିଧାନିକ ଅଧିକାରକୁ ସାବ୍ୟସ୍ତ କରିବା ସହ ଗଣତନ୍ତ୍ରକୁ ସୁଦୃଢ କରିବାକୁ ଜିଲ୍ଲାପାଳ ତଥା ଜିଲ୍ଲା  ନିର୍ବାଚନ ଅଧିକାରୀ ରଂଜନ କୁମାର ଦାସ ଆହ୍ୱାନ ଦେଇଚ୍ଥନ୍ତି ।…

ଖଣ୍ଡଗିରି ମହୋତ୍ସବରେ  ଓଡ଼ିଶାର ଲୋକ କଳା, ନୃତ୍ୟ ଓ ସଙ୍ଗୀତର ଵିପଣୀ 

   ଭୁବନେଶ୍ୱର/ ଚକ୍ରଧର ମାଝି - ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ, ଭୁବନେଶ୍ୱର ମହାନଗର ନିଗମ ଓ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷଙ୍କ ଆୟୋଜିତ ଖଣ୍ଡଗିରି-ଉଦୟଗିରି ମହୋତ୍ସବ ଥିଲା ଦ୍ୱିତୀୟ ସନ୍ଧ୍ୟା । ଖଣ୍ଡଗିରି ଓ ଉଦୟଗିରିର ପଥରରେ ରହିଥିବା ଗୁମ୍ଫା ଭାରତର ଏକ ଅନନ୍ୟ ଇତିହାସ ଭାବେ…

ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ

  Gajpati/Balakrishna panigrahi : ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ଠାରେ ୬୯ ତମ  ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏଥିରେ ଗଜପତି ଜିଲ୍ଲାପାଳ ଅନୁପମ ସାହା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଟାନିକ ଭାବେ ଜାତୀୟ ପତାକା ଉତ୍ତୋଳନ କରି ସଂମିନିତ…

ମାତୃଜାତି ସୁରକ୍ଷିତ ରହିଲେ ଯାଇ ଏକ ସୁସ୍ଥ ରାଷ୍ଟ୍ର ଗଠନ ହୋଇପାରିବ : ଶ୍ରୀ ହରିଚନ୍ଦନ 

ବିଜେପି ରାଜ୍ୟ କାର୍ଯ୍ୟାଳୟରେ ୬୯ତମ ସାଧାରଣତନ୍ତ୍ର ଦିବସ ପାଳିତ ଭୁବନେଶ୍ୱର/ଚକ୍ରଧର ମାଝି : ମାତୃଜାତି ସୁରକ୍ଷିତ ରହିଲେ ଯାଇ ଏକ ସୁସ୍ଥ ରାଷ୍ଟ୍ର ଗଠନ ହୋଇପାରିବ ବୋଲି ଗାନ୍ଧିଜୀଙ୍କ ସ୍ୱପ୍ନ ଦେଖିଥିଲେ । ମହିଳାଙ୍କୁ ସମ୍ମାନ ଓ ସୁରକ୍ଷା ପ୍ରଦାନ କରିବା ଆମର ପ୍ରଥମ କର୍ତବ୍ୟ । ମାତ୍ର…