ଉନ୍ନୟନ କମିଶନର ଗଲେ ଲମ୍ବା ଛୁଟିରେ !!!!!!!

  ଭୁବନେଶ୍ୱର(ଗିରିଜା ଦାଶ) ଓଡିଶା ସରକାରଙ୍କ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ କରୁଥିବା ୧୯୮୪ ବ୍ୟାଚର  ଆଇଏଏସ ଅଫିସର ଆର . ବାଲକ୍ରିଷ୍ଣନ ଅସୁସ୍ଥତା କାରଣରୁ ଲମ୍ବା ଛୁଟିରେ ଯାଇଥିବା ଜଣାପଡିଛି | କିଛିଦିନ ତଳେ ଶ୍ରୀ ବାଲକ୍ରିଷ୍ଣନ ଅସୁସ୍ଥତା ଅନୁଭବ କରିବାରୁ…

ଶିକାରୀ ଗିରଫ :ବାରହା ମାଂସ ସହିତ ଧନୁତୀର ଓ ଦେଶୀ ବନ୍ଧୁକ ଜବତ

  ବାରିପଦାରୁ ଦିଲ୍ଲୀପ ମହାନ୍ତି - ଅଧିକାଂଶ ବନ ବିଭାଗର କର୍ମଚାରୀମାନେ ସହର ଜଗିଥିବା ବେଳେ ଶିମିଳିପାଳ ଅଭୟାରଣ୍ୟରେ ଶିକାରୀ ଓ କାଠମାଫିଆମାନଙ୍କ ରାଜତ୍ୱ ଚାଲିଛି । ଯାହାଫଳରେ  ଅଭୟାରଣ୍ୟ ଶ୍ରୀହୀନ ହେବାରେ ଲାଗିଛି । ଫେବୃଆରୀ ୫ କେତେକ ଶିକାରୀ ଶିମିଳିପାଳ ଅଭୟାରଣ୍ୟରୁ ବାରହା ଶିକାର…

ବିଜେଡି ପାର୍ଟ ଅଫିସ ପୋଡ଼ିବା ପରେ…

ସାମ୍ବାଦିକ ସଂଘରେ ଧସେଇ ପଶିଲେ ମନ୍ତ୍ରୀପୁଅ! କେନ୍ଦୁଝର: “ସାମ୍ବାଦିକ ସଂଘରେ ଧସେଇ ପଶିଲେ ମନ୍ତ୍ରୀ ପୁଅ, ଧାନ ଓ ଅଗାଡ଼ି ହେଲେ ଅଲଗା” । ଏଭଳି ଏକ ଫେସବୁକ ଷ୍ଟାଟସ କେନ୍ଦୁଝର ଜିଲାରେ ଭାଇରାଲ ହୋଇ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି । ପୁରା ପ୍ରସଙ୍ଗକୁ ବୁଝିବା ପୂର୍ବରୁ ଏହା ସ୍ପଷ୍ଟ ଯେ,…

ଓଡ଼ିଶାର ଜଗନ୍ନାଥଙ୍କ ମହିମା, କଳା ସଂସ୍କୃତିର କରିସ୍ମା, ବିଜୁ ବାବୁଙ୍କ ଗରିମା ଭାଷାରେ ବର୍ଣ୍ଣନା କରିବା ସହଜ କଥା…

"ମୁମ୍ବାଇରୟଶଓ୍ୱ"ରାଓ ଚୌହାନ ସେଣ୍ଟରେ "ଦ ଟଲ୍ ମ୍ୟାନ୍ ବିଜୁ ପଟ୍ଟନାୟକ' ପୁସ୍ତକର ଉପସ୍ଥାପନା ସମାରୋହଓଡ଼ିଆମାନେ ଯେଉଁଠି ଥାଆ"ୁ ଓଡ଼ିଶା ପାଇଁ ସୁନାମ ଆଣନ୍ତୁ : ନବୀନ "ବିଜୁ ବାବୁଥିଲେ  ଓଡ଼ିଶାର ପରିଚୟ: ଅରୁପ "ଆମମାନଙ୍କ ପାଇଁ ବିଜୁ ବାବୁ ଥିଲେ ହିରୋ: ଡାଚ୍ଛର ରମାକା" ପଣ୍ଡା"କଳାକୁ…

ଧର୍ମେନ୍ଦ୍ରବାବୁଙ୍କ ନୂଆ ଉପାୟ: ତେଲ ଦର ଭୁଲି ସାଇକେଲ୍‍ ଚଲାଅ : ବିଜୟ

  ଭୁବନେଶ୍ୱର,୦୩/୨/୨୦୧୮: କେନ୍ଦ୍ର ତୈଳମନ୍ତ୍ରୀ ପେଟ୍ରୋଲ-ଡିଜେଲ୍‍ ଦରକୁ ନିୟନ୍ତ୍ରଣ କରିପାରୁନାହାନ୍ତି । ଏହାର ଦାମ୍‍ ଦିନକୁ ଦିନ ବଢ଼ି ବଢ଼ି ଚାଲିଛି । ଏଥିରେ ସମାଜର ସମସ୍ତ ବର୍ଗ ବିଶେଷକରି ମଧ୍ୟବିତ୍ତ ଓ ନିମ୍ନ ମଧ୍ୟବିତ୍ତ ବର୍ଗର ଲୋକେ ବିଶେଷ କ୍ଷତିଗ୍ରସ୍ତ ହେଉଛନ୍ତି । ଏଥିଯୋଗୁ…

ବ୍ରାହ୍ମଣୀ ନଦୀର ଜେନାପୁର ବ୍ରିଜ ୪ ପେଂବୃୟାରୀରୁ ୯ ପେଂବୃୟାରୀ ପର୍ଯ୍ୟନ୍ତ ବନ୍ଦ ରହିବ 

  ଯାଜପୁରରୁ ଜୟଶଙ୍କର  :ଚଳିତ ମାସ ୪ ତାରିଖ ଠାରୁ ୯ ତାରିଖ ପର୍ଯ୍ୟନ୍ତ ବ୍ରାହ୍ମଣୀ ନଦୀର ଜେନାପୁର ଠାରେ ଥିବା ବ୍ରିଜ ଊପରେ ଭାରିଯାନ ଚଳାଚଳକୁ ଅସ୍ଥାୟୀ ରୂପେ ବନ୍ଦ ରଖାଯିବ ।  ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କର ଏହି ରାସ୍ତା ମରାମତିର ଆବଶ୍ୟକତା ଥିବାରୁ ଏ ସଂପର୍କରେ କର୍ତ୍ତୃପକ୍ଷ…

ଲୁଚିଛି ନା ଗୋଡ ଦିଟା ଦିଶୁଛି

ବିଜେଡି ନୁହେଁ, ବିଜେପି ଡୁବିଯିବ: ବିଜୟ ନାୟକ ଭୁବନେଶ୍ୱର,: ଲୋକଙ୍କ ଦ୍ୱାରା ପ୍ରତ୍ୟାଖ୍ୟାତ ନେତାଙ୍କୁ ଡାକିହାକି ଦଳରେ ମିଶାଇବା, ବିଜେପି ଦଳର ବିକଳ ଅବସ୍ଥା ସହଜରେ ଅନୁମେୟ । ବିଜେପୁର ଉପ-ନିର୍ବାଚନ ପରିପ୍ରେକ୍ଷୀରେ ଗତ କିଛିଦିନ ତଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ସମେତ ବିଜେପି…

ଜାଲ ନୋଟ କାରବାର ଅଭିଯୋଗରେ ୨ ଗିରଫ ଓ ୨ ଲକ୍ଷ ଟଙ୍କା ଜବତ

ସ୍ପେଶାଲ ସ୍କ୍ୱାଡର଼୍  ମାଧ୍ୟମରେ ମୂଳରେ ପହଁଞ୍ଚିବ ପୁଲିସ ବାରିପଦା/ଦିଲ୍ଲୀପ ମହାନ୍ତି - ମୟୂରଭଞ୍ଜ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଦୀନଜନ ନାୟକ ଫେବୃଆରୀ ୨ ଶୁକ୍ରବାର ଅପରାହ୍ନ ଦେଢ଼ଟା ସମୟରେ ଜିଲା ପୁଲିସ କାର୍ଯ୍ୟାଳୟ ପରିସସରରେ କେତେକ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ନେଇ ଏକ ଖବରଦାତା…

ମୁମ୍ବାଇରେ ‘ଦ ଟଲ୍ ମ୍ୟାନ୍ ବିଜୁ ପଟ୍ଟନାୟକ’ ପୁସ୍ତକ ହେବ ଲୋକାର୍ପିତ

  ମୁମ୍ବାଇ : ମହାନ ଜନନାୟକ ତଥା ରାଷ୍ଟ୍ରନେତା ବିଜୁ ପଟ୍ଟନାୟକଙ୍କ ଜୀବନୀ ଉପରେ ଆଧାରିତ ଏକ ସ୍ୱତନ୍ତ୍ର ପୁସ୍ତକ ‘ଦ ଟଲ୍ ମ୍ୟାନ୍ ବିଜୁ ପଟ୍ଟନାୟକ'ର ଉପସ୍ଥାପନା ସମାରୋହ ଆସନ୍ତା ୩ ଫେବ୍ରୁଆରି, ଶନିବାର ଦିନ ମୁମ୍ବାଇସ୍ଥିତ ୟଶୱନ୍ତରାଓ ଚୌହାନ ପ୍ରତିଷ୍ଠାନ ଅଡିଟୋରିୟମ୍ରେ ଅନୁଷ୍ଠିତ …