ଜମି ଅଧିଗ୍ରହଣ ଓ ଲୋକଙ୍କ ଅଧିକାର : ଯୁବ ଅଧିବକ୍ତାଙ୍କୁ ସକ୍ରିୟ ଭୂମିକା ନେବାର ଆହ୍ୱାନ
କେନ୍ଦୁଝର,ତା୪/୪-ଆଜି କେନ୍ଦୁଝର ଲ ଫାର୍ମ କେନ୍ଦୁଝର ଦ୍ଵାରା ଆୟୋଜିତ ଏକ ଆଲୋଚନା ଚକ୍ରରେ ଜମି ଅଧିଗ୍ରହଣ ଆଇନ, ୨୦୧୩ (RFCTLARR Act, 2013) ଓ ଲୋକଙ୍କ ଅଧିକାର ବିଷୟରେ ଗଭୀର ଆଲୋଚନା ହୋଇଛି। ସେମିନାରରେ ଯୁବ ଅଧିବକ୍ତାମାନଙ୍କୁ ଆହ୍ୱାନ କରାଯାଇଛି ଯେ, ସେମାନେ ଏହି କ୍ଷେତ୍ରରେ ଅଧିକ…