ନିଖୋଜ ହୋଇଥିବା ଏମ୍ସର କଶ୍ମୀରୀ ଛାତ୍ର ମାମଲା,  ତଦନ୍ତ ନାମରେ ଭୁଆଁ ବୁଲାଉଛି କମିଶନରେଟ ପୋଲିସ

   ପୋଲିସ ଏମ୍ସ କର୍ତୃପକ୍ଷ ଓ ନିଖୋଜ ଛାତ୍ରଙ୍କ ପିତା ଓ ସମ୍ପର୍କୀୟଙ୍କ ସହିତ ସହପାଠୀ ମାନଙ୍କ ସହ କଲା  ଆଲୋଚନା ବିଜେପି ଯୁବ ମୋର୍ଚାର ପ୍ରତିନିଧି ଦଳ ଭୁବନେଶ୍ୱର,  : ନିଖୋଜ ହୋଇଥିବା  ଏମ୍ସର କଶ୍ମୀରୀ ଛାତ୍ର ସୋହେଲ ଆଇଜାଜକୁ ଖୋଜିବା ମାମଲାରେ କମିଶନରେଟ ପୋଲିସ ଭୁଆଁ ବୁଲାଉଛି…

 କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଡି-ବ୍ରଦର୍ସ ଲିଙ୍କ୍ ପ୍ରସଙ୍ଗ ଅଭିଯୋଗ  ଉଠାଇବା ଗାଲୁଆଙ୍କ ବାରବାଟୀ ଚାଷ:…

  ଭୂବନେଶ୍ୱର:: ବିଜେଡି ନେତାଙ୍କ ମାଫିଆ ଡନ୍ ଡି-ବ୍ରଦର୍ସ ଲିଙ୍କ୍ ଓ ସଙ୍ଗୀନ ହତ୍ୟା ଷଡଯନ୍ତ୍ରର ପର୍ଦ୍ଧାଫାସ୍ ପରେ ବିଜେଡି ବିଧାୟକ ଦେବାଶୀଷ ସାମନ୍ତରାୟ  କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଡି-ବ୍ରଦର୍ସ ଲିଙ୍କ୍ ପ୍ରସଙ୍ଗ ଉଠାଇବା ଗାଲୁଆଙ୍କ ବାରବାଟୀ ଚାଷ  ବୋଲି ବିଜେପି କହିଛି…

ବରିଷ୍ଠ ଓଏଏସ ସ୍ତରରେ ଅଦଳବଦଳ 

   bhubaneswar/ girija shankara Dash : ରାଜ୍ୟ ସରକାର ଓଡ଼ିଶା ପ୍ରଶାସନିକ ସେବାର ବରିଷ୍ଠ  ଅଧିକାରୀଙ୍କ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରିଛନ୍ତି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁଯାୟୀ ଏମ୍ଏସ୍ଏମ୍ଇ ବିଭାଗର ଅତିରିକ୍ତ ସଚିବ ମନ୍ମଥ କୁମାର…

ମୁନାଙ୍କୁ କାଜୁ ଧରାଇଲେ ନବୀନ  , ପ୍ରଭାଦିତ୍ୟଙ୍କୁ ଆଗ୍ରୋ

  ଯୋଜନା ବୋର୍ଡରେ ତିନି ସଦସ୍ୟ ନିଯୁକ୍ତ   ଭୁବନେଶ୍ୱର: ରାଜ୍ୟ ସରକାରଙ୍କ କେତେକ ବୋର୍ଡ ଓ ନିଗମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳର କିଛି ନେତାଙ୍କୁ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି  । ମିଳିଥିବା ସୂଚନା ଅନୁଯାୟୀ,  ରାଜ୍ୟ ଚଳଚ୍ଚିତ୍ର ନିଗମର ଅଧ୍ୟକ୍ଷ ଥିବା ମୁଜିବୁଲ୍ଲା…

ଇଣ୍ଟେଲିଜେନ୍ସ ମ୍ୟାନ ଉପରୁ ତୁଟିଲା କି ଭରସା !, ବଦଳିଲେ ଗୁଇନ୍ଦା ସ୍ୱତନ୍ତ୍ର ନିର୍ଦ୍ଦେଶକ ଅରୁଣ ଷଢଙ୍ଗୀ !!

    ଅନୁପ ସାହୁ ହେଲେ ଭୁବନେଶ୍ୱର ଡିସିପି,  ସଞ୍ଜୟ ସିଂହ ଏସିପି ଭୁବନେଶ୍ୱର :(ଗିରିଜା ଶଙ୍କର ଦାଶ)  ରାଜ୍ୟ ସରକାର ଆଇପିଏସ୍ ସ୍ତରରେ ବଡ ଧରଣର ଅଦଳ ବଦଳ କରିଛନ୍ତି । ଗୁରୁତ୍ୱପୂର୍ଣ ଘଟଣାକ୍ରମରେ ମୁଖ୍ୟମନ୍ତ୍ରୀ ତାଙ୍କ ଗୁଇନ୍ଦା ନିର୍ଦ୍ଦେଶକ ତଥା ଅତିରିକ୍ତ ମହାନିର୍ଦ୍ଦେଶକ ତଥା…

ମହିଳା ସଶକ୍ତିକରଣ କ୍ଷେତ୍ରରେ ଓଡ଼ିଶା ଆଗୁଆ ରାଜ୍ୟ: ମୁଖ୍ୟମନ୍ତ୍ରୀ

ବିଜୁ ମହିଳା ଜନତା ଦଳ ତରଫରୁ ଆନ୍ତର୍ଜାତୀୟ ମହିଳା ଦିବସ-୨୦୧୮ ପାଳନ ଭୁବନେଶ୍ୱର: ଓଡ଼ିଶା ଆଜି ମହିଳା ସଶକ୍ତିକରଣ କ୍ଷେତ୍ରରେ ଏକ ଆଗୁଆ ରାଜ୍ୟ । ୫୦ ପ୍ରତିଶତ ପଞ୍ଚାୟତରେ ମା’ମାନେ ଗାଁର ବିକାଶ ଦାୟିତ୍ୱ ନେଇଛନ୍ତି । ନିକଟରେ ‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମରେ କିଛି ମହିଳା…

ପିଲାଙ୍କ ଜୀବନ ସହ ଖେଳ, ହେଲେ ଗୁହାରି ଶୁଣିଲେନି ଜିଲ୍ଲାପାଳ

  ଆପତ୍ତି କରିବାକୁ ଆସିଥିବା ଛାତ୍ରୀ ଓ ଅଭିଭାବକ ଦେଖାଣାପାଇଁ ଫେରିଗଲେ   ମେଟ୍ରିକ୍ ପରୀକ୍ଷାରେ ଭୁଲ ପ୍ରଶ୍ନପତ୍ର ପ୍ରଦାନକୁ ନେଇ ଉଦବେଗ  ବାଲେଶ୍ୱରରୁ ଉଜ୍ଜ୍ୱଳ କର : ମେଟ୍ରିକ୍ ପରୀକ୍ଷାରେ ଅଧଘଣ୍ଟାଏ ଉତ୍ତର ଲେଖିବା ପରେ ପ୍ରଶ୍ନପତ୍ର ବଦଳ କରାଯିବା ଘଟଣାକୁ ନେଇ ପରୀକ୍ଷାର୍ଥୀମାନେ…

ଋୁବେଲା ଓ ମିଳିମିଳାରେ ଶତକଡା ଶହେ ଭାଗ ଟୀକାକରଣ ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

  ଯାଜପୁରରୁ ଜୟଶଙ୍କର ଦାସ :ରୁବେଲା ଓ ମିଳିମିଳାର ଟୀକାକରଣ ସମଗ୍ର ଜିଲ୍ଲା ରେ ଜାନୁୟାରୀ ୨୯ ତାରିଖ ଠାରୁ ଆରମ୍ଭ ହୋଇଚ୍ଥି ।  ବର୍ତ୍ତମାନ ସୁଦ୍ଧା ଶତକଡା ୯୧ ଭାଗ ପିଲା ଏଥିରେ ଟୀକାକରଣ ହୋଇଚ୍ଥନ୍ତି ।  ସ୍ୱାସ୍ଥ୍ୟ ବିଭାଗର ଗାଇଡ୍ଲାଇନ ଅନୁସାରେ କୈାଣସି ଜିଲ୍ଳ୍ାରେ ଶତକଡା ୯୫ ଭାଗ…

ସତର୍କତା ଓ ସଚେତନତା ବିପର୍ଯ୍ୟୟର ମୁକାବିଲା ସହାୟକ ହେବ- ଜିଲ୍ଳାପାଳ  ।

ଯାଜପୁର,:ସବୁବେଳେ ସମସ୍ତଙ୍କ ପାଇଁ ପ୍ରାକ୍ ପ୍ରସ୍ତୁତି ଶୁଭଙ୍କର ଓ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ ବୋଲି ଜିଲ୍ଳ୍ାପାଳ ରଂଜନ କୁମାର ଦାସ ମତବ୍ୟକ୍ତ କରିଚ୍ଥନ୍ତି ।  ବୁଧବାର ପୂର୍ବାହ୍ନରେ ଜିଲ୍ଳ୍ାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା  ଜରୁରୀ ବିଭାଗ ପକ୍ଷରୁ ଟେବୁଲ ଟପ୍ ଏକ୍ସରସାଇଜ ବା…